ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଭଳି ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO) । WMOର ଆକଳନ ଅନୁସାରେ ୨୦୨୬ରୁ ୨୦୩୦ ମଧ୍ୟରେ ତାପମାତ୍ରା ୧.୩ରୁ ୧.୯ ଡିଗ୍ରୀ ଅଧିକ ରହିବ । ୧୮୫୦ରୁ ୧୯୦୦ ହାରାହାରି ତାପମାତ୍ରା ଅପେକ୍ଷା ୮୬% ଅଧିକ ସମ୍ଭାବନା ରହିଛି। Post navigation Analysis Of Income & Expenditure of BJD: ନିର୍ବାଚନରେ ଆୟଠାରୁ ଢେର ଅଧିକ ଖର୍ଚ୍ଚ କଲା ବିଜେଡି! 3 Revenue Inspectors Suspended: ନିଲମ୍ବିତ ହେଲେ ୩ ଜଣ ଆର୍ଆଇ