ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ । ତିନି ରଥଯାତ୍ରା ରଥରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚା ଚରମାଳ ନିର୍ମାଣ ପାଇଁ ଢେଙ୍କାନାଳରୁ ତାଳ କାଠ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୮ ଖଣ୍ଡ ତାଳକାଠ ଆସି ପହଞ୍ଚିଲା । ଭୋଇ ସେବକମାନେ ଚାରମାଳ ନିର୍ମାଣରେ ବ୍ୟବହାର କରିବେ । ପହଣ୍ଡି ସମୟରେ ୩ ରଥରେ ୧୬ ଗୋଟି ଚାରମାଳ ଲାଗିବ Post navigation CM Felicitates OCS Topper Bubun Sahu: ଲୋକସେବା ଭବନରେ ଓସିଏସ୍ ଟପର୍ ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Twisha Sharma Death Case: ତ୍ବିଶା ମୃତ୍ୟୁ ମାମଲା: ଗିରଫ ହେଲେ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ