Month: May 2026

Balasore CGST Officer Held by CBI: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସଟି ଅଧିକାରୀ

ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ବାଲେଶ୍ୱରର CGST କାର୍ଯ୍ୟାଳୟରେ ନିଯୁକ୍ତ ଜଣେ ଟେକ୍ନିସିଆନ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରାୟ ୧୬ ଲକ୍ଷ…

West Bengal CM Oath Ceremony: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦିଲୀପ ଘୋଷ,…

Naveen Niwas Road Blockade Case: ‘ନବୀନ ନିବାସ’ ସାମ୍ନାରେ ହଟିବ ବ୍ୟାରିକେଡ୍‌ !

ଭୁବନେଶ୍ୱରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ ହଟିବ ସୁରକ୍ଷା ବ୍ୟାରିକେଡ୍‌ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସହିତ ଜଡିତ ସାର୍ବଜନୀନ ରାସ୍ତା ଜବରଦଖଲ ଅଭିଯୋଗର ସମାଧାନରେ ବିଳମ୍ବ ନେଇ ଓଡ଼ିଶା ହାଇକୋର୍ଟ ତୀବ୍ର…

Krishna Swaminathan Appointed Next Indian Navy Chief: ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ବାମୀନାଥନ ପରବର୍ତ୍ତୀ ନୌସେନା ମୁଖ୍ୟ

ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ବାମୀନାଥନ ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ । ନୌସେନା ମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ବ ନେବେ ସ୍ବାମୀନାଥନ । ସେ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କୁମାର ତ୍ରିପାଠିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ…

BJP Felicitates Baijayant Panda: ଆସାମରେ ବିଜେପିର ବିପୁଳ ବିଜୟ ପରେ ବୈଜୟନ୍ତ ପଣ୍ଡାଙ୍କୁ ଓଡ଼ିଶାରେ ସ୍ୱାଗତ ଓ ସମ୍ବର୍ଦ୍ଧନା

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଓ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିପୁଳ ସ୍ୱାଗତ ଜଣାଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ।…

Cyclonic circulation over Andaman Sea: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି । IMDର ରିପୋର୍ଟ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ପ୍ରାୟ ଦେଢ଼ କିମି ଉଚ୍ଚ ପର୍ଯ୍ୟନ୍ତ ବ୍ୟାପି…

Man beaten to Death in Bhubaneswar: ବାଲିଅନ୍ତା ପରେ ବାଲିପାଟଣାରେ ସମାନ ଘଟଣା, ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ରେ ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ ପୁଣି ବାଲିପାଟଣା ଥାନା ଅଞ୍ଚଳରେ ସମାନ ଘଟଣା ଘଟିଛି। ସାଙ୍ଗ ହାତରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…