ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲ ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇଛି। ସେହିପରି CNG ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଟଙ୍କା ବୃଦ୍ଧି କରିଛନ୍ତି। ଗତ ଚାରି ବର୍ଷ ଧରି ସ୍ଥିର ରହିଥିବା ମୂଲ୍ୟରେ ଆଜି ଏକ ବଡ଼ ପରିବର୍ତ୍ତନ ଆସିଛି। ଇରାନ-ଆମେରିକା ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୪.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫.୭୪ ପଇସା ରହିଛି । ଏହା ସହ ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଅଭାବ ଦେଖାଦେଇଛି, ଯାହା ସିଧାସଳଖ ମୂଲ୍ୟ ଉପରେ ପ୍ରଭାବ ପକାଉଛି। Post navigation SIR 2026 in Odisha: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ SIR