Day: 29 May 2026

Bridge Collapses in UP : ବେତୱା ନଦୀ ଉପରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ; ୬ ଜଣ ଶ୍ରମିକ ମୃତ୍ୟୁ

ଭୁଶୁଡ଼ିଲା ଉତ୍ତରପ୍ରଦେଶର ବେତୱାନ ନଦୀ ଉପରେ ନିର୍ମାଣାଧୀନ ପୋଲ ସ୍ଲାବ୍ । ଏହି ଘଟଣାରେ ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଫସି ରହିଥିବା ସୂଚନା ମିଳିଛି। ବର୍ଷା ଏବଂ ଝଡ଼ ମଧ୍ୟରେ ଏହି ଘଟଣା…