Month: May 2024

ନାମାଙ୍କନ ଦାଖଲ କଲେ ଜୁଏଲ ଓରାମ

ନାମାଙ୍କନ ଦାଖଲ କଲେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପିର ଭେଟରାନ ଆଦିବାସୀ ନେତା ଜୁଏଲ ଓରାମ । ତାଙ୍କ ସହ ଦଳର ବିଧାନସଭା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେ, ତଳସରାର ଭବାନୀ ଭୋଇ ଓ ରାଜଗାଙ୍ଗପୁରର ନରସିଂହ ମିଞ୍ଜ ପ୍ରାର୍ଥୀପତ୍ର…

ସୁଜାତା ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରୀୟ ବିଜେପି ଆଣିଲା ବଡ ଅଭିଯୋଗ

ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ବିଜେପି ଅଭିଯୋଗ କରିଛି ଯେ ବିଜେଡି ନିର୍ବାଚନ ଜିତିବା ପାଇଁ SVEEP ମାଧ୍ୟମରେ ଭୋଟରଙ୍କୁ…

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ; ୧୦ ଶ୍ରମିକ ଅର୍ଦ୍ଧଦଗ୍ଧ

କେନ୍ଦୁଝର: -ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ୍. । ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଘଟଣା ସ୍ଥଳରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଉଛି । ଏହି ଘଟଣାରେ ଆଉ କେତେ ଜଣ…

ବିଜେଡିକୁ ଲାଗିଛି ବଡ଼ ଝଟକା : ଦଳ ଛାଡିଲେ ସନ୍ତୋଷ

ନୀଳଗିରି; ସବୁ ଅପେକ୍ଷାର ଅନ୍ତ ଘଟାଇ ବିଜେଡି ଆଜି ମଧ୍ୟାହ୍ନରେ ୩ଟି ଆସନ ପାଇଁ ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା ।ଏଥିରେ ନୀଳଗିରି ବିଧାୟକ ପାର୍ଥୀ ଘୋଷଣା ହୋଇଛି । ହେଲେ ନିରାଶ ହୋଇଛନ୍ତି ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ…

ନିର୍ବାଚନ ଲଢ଼ିବେନି ସୌମ୍ୟରଞ୍ଜନ ପଟ୍ଟନାୟକ!

ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ଗତକାଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ…

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘଷିପୁରା, ଭୋଗରାଇ, ଭଣ୍ଡାରୀପୋଖରୀ, ବରୀ, ବାରବାଟୀ-କଟକ ଓ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଘଷିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,…

ଆଶିଷ ସିଂ ବିରୋଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ରେଞ୍ଜ ଆଇଜି ପଦବୀରୁ ହଟାଇ ଦିଆଗଲା। ତଥାପି ତାଙ୍କ ଆଚରଣରେ ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ।…

ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ଏହି ସମୟରେ ତାଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି ଥିଲେ । ହଜାର ହଜାର ସମର୍ଥକଙ୍କ ସହ ସେ ଉପ…

ଓଡିଶା ଆସୁଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ

ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ…

ଉପରାଜ୍ୟପାଳଙ୍କ ଆଦେଶରେ ଚାକିରିରୁ ହଟିଲେ ୨୨୩ ମହିଳା କର୍ମଚାରୀ

ନୂଆଦିଲ୍ଲୀ ; ମହିଳା ଆୟୋଗରର କର୍ମଚାରୀଙ୍କ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ଉପରାଜ୍ୟପାଳଙ୍କ ଆଦେଶରେ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଅଭିଯୋଗ ହୋଇଛି ଯେ ତତ୍‌କାଳୀନ ଦିଲ୍ଲୀ ମହିଳା ଆୟୋଗର…