କେନ୍ଦୁଝର: -ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫାଟିଲା ଫର୍ଣ୍ଣେସ୍. । ୪ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଘଟଣା ସ୍ଥଳରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଉଛି । ଏହି ଘଟଣାରେ ଆଉ କେତେ ଜଣ ଆହାତ ହୋଇଛନ୍ତି ବର୍ତ୍ତମାନ ଯାଏ ତାହା ସ୍ପଷ୍ଟ ହୋଇନି ।ଏହି ଭୟଙ୍କର ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି ।

By SonaliP

Leave a Reply

Your email address will not be published. Required fields are marked *