ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ । ସୁପରଷ୍ଟାର ପୱନ କଲ୍ୟାଣ ନରେନ୍ଦ୍ର ମୋଦିଙ୍କର ଜଣେ ବଡ ପ୍ରଶଂସକ ହୋଇଥିବାରୁ ଆଗାମୀ ନିର୍ବାଚନ ପାଇଁ ବ୍ରହ୍ମପୁରଠାରେ ହେବାକୁ ଥିବା ଏକ ସଭା ରେ ଯୋଗ ଦେବା ପାଇଁ ସେ ମେ’ ୯ ତାରିଖ ଦିନ ଓଡିଶା ଆସିବେ ।

 

 

By SonaliP

Leave a Reply

Your email address will not be published. Required fields are marked *