Month: April 2024

ବିଜେପିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର

ଭୁବନେଶ୍ୱର : ଦୀର୍ଘ ୧୦ ବର୍ଷ ପରେ ପୁଣି ବିଜେପିକୁ ଫେରିଲେ ବିମ୍ବାଧର କୁଅଁର । ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ବିମ୍ବାଧର କୁଅଁର ଆଜି ଓଡ଼ିଶାର ଭାରତୀୟ ଜନତା ପାର୍ଟି (ବିଜେପି) କୁ ଫେରିଛନ୍ତି। ଅବହେଳା ଅଭିଯୋଗରେ ସେ…

ସମ୍ବିତଙ୍କ ପାଇଁ ରାସ୍ତା ସହଜ କରୁଛି ଲୋକଙ୍କ ବିଶ୍ୱାସ ଓ ଭରସା

ପୁରୀରୁ ବିଶ୍ୱଭୂଷଣ ମିଶ୍ର : ଭୋଟ ଆସିଲେ ନେତାଙ୍କର ମନେପଡ଼େ ଲୋକଙ୍କ କଥା । ଅନେକ କୁହନ୍ତି ପ୍ରତି ୫ ବର୍ଷରେ ଥରେ ଆମେ ଆମ ନେତାଙ୍କୁ ଦେଖୁ । ଅନେକାଂଶରେ ଏହା ମଧ୍ୟ ସତ । ନିର୍ବାଚନବେଳେ ନେତାଏ ଗାଁ…

ରାଜଧାନୀରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଭୁବନେଶ୍ବର : ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ତାତି। ମରୁ ରାଜ୍ୟ ରାଜସ୍ଥାନକୁ ଅତିକ୍ରମ କରିଛି ଓଡ଼ିଶାରେ ତାପମାତ୍ରା। ଗତକାଲି ବଣଜଙ୍ଗଲ ଘେରା ଅଞ୍ଚଳ ବାରିପଦା ୪୪.୬ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଓ ରାଜ୍ୟର ସବୁଠୁ ତତଲା ସହରର…

ଅସନ୍ତୋଷ ଝାଡ଼ିଲେ ସୁରେନ୍ଦ୍ର

ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି…

ସଂକଳ୍ପ ପତ୍ର ଜାରି କଲା ବିଜେପି

ଭୁବନେଶ୍ବର: ଆଜି ବିଜେପି ନିର୍ବାଚନ ପାଇଁ ତାହାର ସଂକଳ୍ପ ପତ୍ର ଜାରି କରିଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଉନ୍ମୋଚନ କରିଛନ୍ତି। ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର…

୨୮ରେ ସାଲେପୁର ଆସିବେ ରାହୁଲ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖ ଦିନ ଓଡ଼ିଶା ଆସିବେ । ସାଲେପୁରରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଜନସଭାରେ ସେ ଯୋଗଦେବେ । ରାହୁଲ…

ଅରୂପ ପଟ୍ଟନାୟକ ଅସୁସ୍ଥ!

ନିର୍ବାଚନ ପାଖେଇ ଆସୁଥିବାରୁ ଅନେକ ନେତା ପ୍ରଚାର ମଧ୍ଯ ଆରମ୍ଭ କରିସାରିଲେଣି। ଏହି ଭିତରେ ଏକ ଖବର ସାମ୍ନାକୁ ଆସିଛି। ପୁରୀ ବିଜେଡି ଲୋକସଭା ଆସନରୁ ଲଢ଼ିବା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ…

୨୪ ଘଣ୍ଟା ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି

ରାଜ୍ୟରେ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ହିଟ୍‌ୱେଭ୍ ସତର୍କତା ଜାରି କରାଯାଇଛି। ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୂଆପଡ଼ା, ନବରଙ୍ଗପୁର ଓ ବଲାଙ୍ଗିରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ…

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଡିଜିପିଙ୍କ ସମୀକ୍ଷା

ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଡିଜିପି ବ୍ରହ୍ମପୁର ପରିଦର୍ଶନ କରି ହିଂସା ମୁକ୍ତ ଏବଂ ନିରାପଦ ଆଚରଣ ପାଇଁ ସାଉଥ୍ ରେଞ୍ଜରେ ଆଇନ ଏବଂ ଅର୍ଡର ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କିପରି ଭାବରେ ସୁରୁଖୁୁର ରେ ଶୃଙ୍ଖଳା…

ଅଚେତା ହେଲେ ଆଙ୍କର!!

କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି…