ରାଜ୍ୟରେ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ହିଟ୍‌ୱେଭ୍ ସତର୍କତା ଜାରି କରାଯାଇଛି।

୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସମ୍ବଲପୁର, ବୌଦ୍ଧ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୂଆପଡ଼ା, ନବରଙ୍ଗପୁର ଓ ବଲାଙ୍ଗିରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଭଦ୍ରକ ୩୫.୬ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବାଲେଶ୍ୱରରେ ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା-

 

ଭଦ୍ରକ: 35.6°C

ବାଲେଶ୍ୱର: 35.4°C

ଫୁଲବାଣୀ: 34.6°C

ଭୁବନେଶ୍ୱର: 34.4°C

କଟକ: 34.2°C

କେନ୍ଦୁଝର: 34°C

ବାରିପଦା: 34°C

କେନ୍ଦ୍ରାପଡ଼ା: 33.4°C

ରାଉରକେଲା: 33.4°C

ଚାନ୍ଦବାଲି: 33.2°C

ପୁରୀ:33°C

ସୋନପୁର: 32.4°C

ଟିଟିଲାଗଡ଼: 32.4°C

ଜଗତସିଂହପୁର: 32.2°

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *