ନିର୍ବାଚନ ପାଖେଇ ଆସୁଥିବାରୁ ଅନେକ ନେତା ପ୍ରଚାର ମଧ୍ଯ ଆରମ୍ଭ କରିସାରିଲେଣି। ଏହି ଭିତରେ ଏକ ଖବର ସାମ୍ନାକୁ ଆସିଛି। ପୁରୀ ବିଜେଡି ଲୋକସଭା ଆସନରୁ ଲଢ଼ିବା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ ହୋଇପଡିଛନ୍ତି। ପ୍ରବଳ ଗରମ ଓ ଗୁଳଗୁଳି ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *