ବାଣ ବିସ୍ଫୋରଣ ଘଟଣା, ଗଲାଣି ୧୩  ଜୀବନ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ…

ବିଧାନସଭାରେ ବି ବାଜିମାରିବ ବିଜେପି: ଆକ୍ସିସ ଏକଜିଟ୍ ପୋଲ

ଆସିଲା ଓଡ଼ିଶା ବିଧାନସଭାକୁ ନେଇ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ ଆକ୍ସିସ-ମାଇ ଇଣ୍ଡିଆର ସର୍ଭେ ଅନୁସାରେ ଏଥର ଓଡ଼ିଶାରେ ବିଜେଡି ବିଜେପି ବିଧାନସଭାରେ ସମାନ ସମାନ ଆସନ ଜିତିବେ। ବିଜେପି ୬୨ ରୁ ୮୦ , ବିଜେପି…

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା,ଦୋଷୀଙ୍କୁ ଗିରଫ ନ କଲେ ଡିଜି ଅଫିସ ଘେରିବ ବିଜେପି : ସଂଗ୍ରାମ ପାତ୍ର

ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।…

ସମ୍ବଲପୁରରେ ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ବଢ଼ି ଚାଲିଛି ଅଂଶୁଘାତ ଜନିତ ମୃତ୍ୟୁ। ସମ୍ବଲପୁରରେ ୧୮ ଅସ୍ୱାଭାବିକ ମୃତ୍ୟୁ ମଧ୍ୟରୁ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ୭ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ଅଂଶୁଘାତଜନିତ…

୨ ଲକ୍ଷରୁ ଅଧିକ ଭୋଟରେ ଜିତିବେ ଧର୍ମେନ୍ଦ୍ର: ଜୟନାରାୟଣ ମିଶ୍ର

ସରିଯାଇଛି ସାଧାରଣ ନିର୍ବାଚନ-୨୦୨୪, ନିର୍ବାଚନ ଫଳାଫଳ ଜୁନ୍‌ ୪ ତାରିଖରେ ପ୍ରକାଶ ପାଇବ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଚାଲିଛି ଆକଳନ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ…

ଆଜି ଜେଲକୁ ଫେରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଇଥିବା ୨୧ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନର ଅବଧି ଶେଷ କରି ଆଜି ତିହାର ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ । ଜାମିନ ଅବଧିକୁ ୭…

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ରାଉରକେଲା : ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମୃତ୍ୟୁ ସଂଖ୍ୟା ଏବେ ୩୫କୁ ବୃଦ୍ଧି ପାଇଛି। ୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଜଣା ପଡିଛି । ପୋଷ୍ଟମର୍ଟମ ରିପୋର୍ଟରୁ…

ଆହୁରି ଜାଳିବ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ଆଉଟୁ ପାଉଟୁ ହେଉଛି। ଆସନ୍ତା ୫ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ। ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଓ ତାତି…

ଆଜି ମୋଦିଙ୍କ ମାରାଥନ ବୈଠକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି ଓ ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ…

ଇଭିଏମ ବଦଳ ସନ୍ଦେହରେ ଧର୍ମଶାଳାରେ ଉତ୍ତେଜନା

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ଶେଷହେବା ପରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ହେଲେ ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାଧୀନ ପ୍ରାର୍ଥୀ…