ଆସିଲା ଓଡ଼ିଶା ବିଧାନସଭାକୁ ନେଇ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ ଆକ୍ସିସ-ମାଇ ଇଣ୍ଡିଆର ସର୍ଭେ ଅନୁସାରେ ଏଥର ଓଡ଼ିଶାରେ ବିଜେଡି ବିଜେପି ବିଧାନସଭାରେ ସମାନ ସମାନ ଆସନ ଜିତିବେ।

ବିଜେପି ୬୨ ରୁ ୮୦ , ବିଜେପି ୬୨ରୁ ୮୦ ଓ କଂଗ୍ରେସ ୫ ରୁ ୮ ଆସନ ଜିତିବ ବୋଲି ଏହି ଏକଜିଟ୍ ପୋଲରୁ ଜଣା ପଡ଼ିଛି। ଉଭୟ ବିଜେପି – ବିଜେଡି ୪୨% ଲେଖାଏଁ ଆସନ ପାଇବେ ବୋଲି ଜଣାପଡିଛି। ତେବେ ଓଡ଼ିଶାରେ ଏଥର ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବଡ ବିଜୟ ହାତେଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

By Nirvay

Leave a Reply

Your email address will not be published. Required fields are marked *