କଳାପଥର ମାଇନ୍ସରେ ଧସିଲା ମାଟି ଅତଡ଼ା; ଜଣେ ମୃତ,୩ଜଣ ଶ୍ରମିକ ନିଖୋଜ

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ପଥର ଖୋଳୁ ଖୋଳୁ ମାଟି ଅତଡ଼ା ଧସିପଡ଼ିବାରୁ ଚାପିହୋଇ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳୁନଥିବା…

ପୁଣି ଖଲ୍ଲିକୋଟରେ ହିଂସା; ପୋଲିସ୍‌ ଭ୍ୟାନକୁ ବୋତଲ ଓ ପଥର ମାଡ଼

ପୁଣି ଖଲ୍ଲିକୋଟରେ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି…

ପୁରୀରେ ମଠ ଭଙ୍ଗାଯିବା ଅଭିଯୋଗରେ ସଫେଇ ଦେଲେ ପାଣ୍ଡିଆନ

ପୁରୀ ପରିକ୍ରମା ପ୍ରକଳ୍ପ ଆଳରେ ମଠ ଭଙ୍ଗାଯିବା ନେଇ ବିଜେପି ଅଭିଯୋଗ କରିବା ପରେ ଆଜି ସଫେଇ ଦେଉଛନ୍ତି ପାଣ୍ଡିଆନ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି କହିଛନ୍ତି, ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ…

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ

ଆଜି ଓଡ଼ିଶା ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି ଆୟୋଜିତ ହୋଇଥିବା କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନ ୨ଟା ୪୦ ରେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ…

ଗଞ୍ଜାମ ହିଂସା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ଟ୍ୱଇଟ କରି କହିଛନ୍ତି ପ୍ରାକ୍ ନିର୍ବାଚନୀ ହିଂସାରେ ଆମର ଦଳର…

ବିଜେଡି ସରକାର ଆସିଲେ ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ, ନବୀନ ନୁହେଁ : ଅପରାଜିତା

ଚଳିତବର୍ଷ ଯଦି ରାଜ୍ୟରେ ବିଜେଡି ସରକାର ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେନି। କ୍ଷମତା ଯାହାର ଚାଲିଯିବ ପାଣ୍ଡିଆନ ହିଁ ହେବେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନଙ୍କୁ ପାଣ୍ଡୁଜୀ ବୋଲି ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ ସାବଧାନ ରହିବାକୁ ଆହ୍ୱାନ କରିଛନ୍ତି ଭୁବନେଶ୍ୱର ବିଜେପି…

ଓଡ଼ିଶାରେ ସରକାରୀ ବାବୁଙ୍କ ରାଜୁତି ନେଇ ବର୍ଷିଲେ ନଡ୍ଡା

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଶାଳ ରୋଡ଼ ସୋ କରିଛନ୍ତି। ପୁରୁଣା ଭୁବନେଶ୍ବର ମାଉସୀ ମା ଛକରୁ ବଢେଇବାଙ୍କ ଛକ ଯାଏଁ ରୋଡ଼ ସୋ କରି ପାୱାର କରିବା ସହ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବର୍ଷିଲେ…

ପୋଲସରାରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼; କାରଣ ଅସ୍ପଷ୍ଟ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି। ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ । ଯୁବକଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର…

ଅନୁଭବଙ୍କୁ ମିଳିଲା ଆଶ୍ୱସ୍ତି

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି। ତଳ କୋର୍ଟଙ୍କ ନିର୍ଦେଶ ଉପରେ ହାଇକୋର୍ଟ ଲଗାଇଲେ ରୋକ୍। ତଳ କୋର୍ଟଙ୍କ NBW ଉପରେ ହାଇକୋର୍ଟଙ୍କ ରୋକ୍। ତେବେ ଏହାପରେ ତାଙ୍କ ଗିରଫ ଆଶଙ୍କା କମିଛି। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ…

ପ୍ରଚାର ବେଳେ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର ଲୋକସଭା ଅଧୀନ ରେଢାଖୋଲରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧ କଲେ ଗ୍ରାମବାସୀ। ପ୍ରଚାର ବେଳେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଯାହାର ଭିଡିଓ…