ଟଙ୍କା ଦିଅ, ଟିକେଟ୍‌ ନିଅ: ବିଧାୟକଙ୍କ ପିଏ ସମେତ ୩ ଗିରଫ

ଏଜେନ୍ସୀ : ନୂଆଦିଲ୍ଲୀ : ପାଖେଇ ଆସିଲାଣି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ । ଏଥିପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି କସରତ । ଟିକେଟ୍‌ ବଣ୍ଟାକୁ ନେଇ ମଧ୍ୟ ଚାଲିଛି ଟଣା ଓଟଣା । ଏହାରି…

ରୁଷ ନୁହଁ ପୋଲାଣ୍ଡ ଉପରେ ୟୁକ୍ରେନ କରିଛି କ୍ଷେପଣାସ୍ତ୍ର ମାଡ଼: ଆମେରିକା

ଏଜେନ୍ସୀ : ନୂଆଦିଲ୍ଲୀ : ପୋଲାଣ୍ଡ ଉପରେ ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ ହେବା ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ଏକ ନୂଆ ତଥ୍ୟ ଆସିଛି । ପ୍ରଥମେ ପୋଲାଣ୍ଡ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ଼ କରିଥିବା ସନେ୍ଦହ…

ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଦେବ ବ୍ରିଟେନ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇ ଦେବ ବ୍ରିଟେନ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ । ବାଲିରେ ଜି-୨୦ ଶିଖର…

ବିଜଦ ସୁପ୍ରିମୋଙ୍କ ପ୍ରତିଶ୍ରୁତି: ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜଦ ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ…

ପଦ୍ମପୁର ଫାଇଟ୍‌: ନାମାଙ୍କନ ଦାଖଲକୁ ନେଇ ଛକାପଞ୍ଝା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖେଇ ଆସୁଛି ପଦ୍ମପୁର ଉପ-ନିର୍ବାଚନ । ଏହା ପୂର୍ବରୁ ନାମାଙ୍କନ ଦାଖଲକୁ ନେଇ ଜାରି ରହିଛି ଛକାପଞ୍ଝା । ତିନି ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଏବେ ଯାଏଁ ନାମାଙ୍କନ ଦାଖଲ କରିନାହାନ୍ତି । ଭାଜପା…

ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି,…

ଫଳକରେ ନାଁ ନ ଥିବାରୁ ମନ୍ତ୍ରୀ, ବିଧାୟକଙ୍କ ବାଟ ଓଗାଳିଲେ ସରପଞ୍ଚ

ନିର୍ଭୟ ମିଡ଼ିଆ : ନରସିଂହପୁର ଫଳକରେ ନାଁ ନ ଥିବାରୁ ତାତିଲେ ସରପଞ୍ଚ । ଏପରିକି କ୍ଲବ ଘର ଉଦ୍‌ଘାଟନ କରିବାକୁ ଆସିଥିବା ମନ୍ତ୍ରୀ, ବିଧାୟକଙ୍କ ବାଟ ଓଗାଳିଲେ । କିଛି ସମୟ ଧରି ରାସ୍ତା ଉପରେ ଏହି ତୁ ତୁ…

ଶିଳ୍ପପତିଙ୍କ ହାତରେ ଜଙ୍ଗଲ ଜମି, ଫେରାଇ ନ ଆଣିଲେ ଆନ୍ଦୋଳନ ଚେତାବନୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଶିଳ୍ପପତି ପ୍ରୀତି । ଶିଳ୍ପପତିଙ୍କୁ ଶାଗମାଛ ଦରରେ ରାଜ୍ୟ ସରକାର ଜଙ୍ଗଲ ଜମି ଟେକି ଦେଉଛନ୍ତି । ଏହା ଦ୍ୱାରା ଉକ୍ତ ଜାଗାରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ବାସସ୍ଥଳୀ…

ରୁଷର କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ସୀମା ପାର କରିଛି । ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ପ୍ରେଜେୱଡୋର ୨…

ଶ୍ରଦ୍ଧା ହତ୍ୟା ମାମଲା: ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ

ଏଜେନ୍ସୀ : ନୂଆଦିଲ୍ଲୀ : ମହାରାଷ୍ଟ୍ରର ଶ୍ରଦ୍ଧା ୱକର ହତ୍ୟା ମାମଲରେ ତଦନ୍ତ ଜୋରଦାର କରିଛି ଦିଲ୍ଲୀ ପୁଲିସ । ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍‌ ରିକ୍ରିଏଟ କରିଛି । ଶ୍ରଦ୍ଧାଙ୍କୁ ହତ୍ୟା…