ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର; ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିିବେ । ଭୁବନେଶ୍ୱରରେ ପହଞ୍ଚିିବା ପରେ ରାଜଭବନରେ ରାତ୍ରିଯାପନ କରିବେ…

ପାଞ୍ଚଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଆଜି ବିଧାନସଭା ନିର୍ବାଚନ ପାଇଁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ ।…

ଓଡ଼ିଶା ଗସ୍ତରେ ରାଜନାଥ ସିଂହ ଓ ଅମିତ ଶାହ

ଭୁବନେଶ୍ୱର ; ବାଜି ସାରିଛି ନିର୍ବାଚନୀ ବିଗୁଲ ଏବେ ଗୋଟାଏ ପରେ ଗୋଟାଏ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ବିଜେଡିକୁ ହରେଇବା ପାଇଁ ଖଣ୍ଡପଡ଼ାରେ ଅନୁଭବଙ୍କ ମହାମେଣ୍ଟ

ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ…

ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଜେ.ପି ନଡ୍ଡା

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଅପରାହ୍ନ ୩ଟାରେ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ପ୍ରସଙ୍ଗ ନେଇ…

ବଢିଲା ଆଧାରକାର୍ଡ ଅପଡେଟ୍ ସମୟ ସୀମା, ଜାଣନ୍ତୁ କେବେ ରହିଛି ଶେଷ ତାରିଖ

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡ ଅପଡେଟ୍ ସମୟସୀମା ବୃଦ୍ଧି କରିଛf। ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟସୀମା ବଢାଯାଇଛି। ଏହି ତାରିଖ ସୁଦ୍ଧା ମାଗଣାରେ ନୂଆ ଆଧାରକାର୍ଡ କିମ୍ବା ଆଧାରକାର୍ଡ ଅପଡେଟ୍ କରିପାରିବେ।କେଉଁମାନେ ଆଧାରକାର୍ଡ ଅପଡେଟ୍…

କଂଗ୍ରେସ ଛାଡି ବିଜେପିରେ ମିଶିଲେ ଅରବିନ୍ଦର ସିଂହ ଲଭଲି

ନୂଆଦିଲ୍ଲୀ ; ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଝଟକା। ଦିଲ୍ଲୀରୁ ୪ଥର ବିଧାୟକ ହୋଇଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଲଭଲିଙ୍କ ସହ ପୂର୍ବତନ…

ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ

ନିମାପଡା ;ନିମାପଡା ପାଣିପାଗ ବର୍ତ୍ତମାନ ବଦଳିବାରେ ଲାଗିଛି । ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ନିମାପଡ଼ା ବିଜେଡି କନ୍ଦଳ । ବିଜେଡି ଏଥର ସମୀର ଦଶଙ୍କ ଟିକେଟ କାଟିଛି । ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ କରିଛନ୍ତି…

ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କଲେ ବ୍ରହ୍ମଗିରି ପ୍ରାର୍ଥୀ ଉପାସନା ମହାପାତ୍ର

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଶ୍ରୀମତୀ ଉପାସନା ମହାପାତ୍ର ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ପ୍ରଥମଥର ବିଧାନସଭାରେ ପ୍ରାର୍ଥୀ ଭାବେ ତାଙ୍କ ବାପାଙ୍କ ଗଡ଼ରୁ ଲଢ଼ୁଛନ୍ତି ।…

କୋରାପୁଟ ଓ ନବରଙ୍ଗପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁରରେ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଛନ୍ତି। ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ଆଜି କୋରାପୁଟ ମୁଖ୍ୟମନ୍ତ୍ରୀ ମାତ୍ର…