ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି। ତଳ କୋର୍ଟଙ୍କ ନିର୍ଦେଶ ଉପରେ ହାଇକୋର୍ଟ ଲଗାଇଲେ ରୋକ୍। ତଳ କୋର୍ଟଙ୍କ NBW ଉପରେ ହାଇକୋର୍ଟଙ୍କ ରୋକ୍। ତେବେ ଏହାପରେ ତାଙ୍କ ଗିରଫ ଆଶଙ୍କା କମିଛି। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଆଧାରରେ ଅନୁଭବଙ୍କୁ ଏନବିଡବ୍ଲ୍ୟୁ ଜାରି ହୋଇଥିଲା। ତାଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ କୋର୍ଟ। ପୁରୀଘାଟ ଥାନା IICଙ୍କୁ ନିର୍ଦେଶ ଦେଇଥିଲେ JMFC କୋର୍ଟ। ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ ମହାନ୍ତି। Post navigation ପ୍ରଚାର ବେଳେ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପୋଲସରାରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼; କାରଣ ଅସ୍ପଷ୍ଟ