Tag: Vigilance Raid

Vigilance Nabs Gunupur RI: ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ

ଭିଜିଲାନ୍ସ ଜାଲରେ ସିରିଝୁଲି ଆରଆଇ ସୁଶାନ୍ତ ମଲ୍ଲିକ । ଜମି ପଟ୍ଟା ପ୍ରଦାନ ମାମଲାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ; ଅଭିଯୋଗକାରୀ ଏକ…

OCC Executive Engineer under Vigilance Scanner: ଭିଜିଲାନ୍ସ ଜାଲରେ ଆଇଟିଡିଏ ପୂର୍ବତନ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କୋରାପୁଟର ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଆଇଟିଡିଏ (ITDA)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟାଙ୍କ…

Vigilance Raids Kendrapada Forest Ranger’s properties: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ

କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ ରବିନ୍ଦ୍ର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା ଏବଂ କଟକର ଏକାଧିକ ସ୍ଥାନରେ ଚଢ଼ଉ…

LED Streetlight Scam: ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନରେ ବଡ଼ ଦୁର୍ନୀତି; ୩ ଜିଲ୍ଲାରେ ବଡ଼ ଧରଣର ରେଡ୍

ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ସରକାରୀ ଅର୍ଥ ହଡ଼ପ ହୋଇଥିବା…

Odisha Vigilance Nabs Police ASI: ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ମଞ୍ଚେଶ୍ୱର ଥାନା ASI ରାଜେଶ କୁଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ଏକ ମାମଲାରେ ଫସି ଜାମିନରେ…

Vigilance Nabs Pharmacy Council Staff: ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ । ଲାଞ୍ଚ ନେବାବେଳେ ସିନିୟର ଆସିଷ୍ଟାଣ୍ଟ ବିଶ୍ବମୋହନ ପଟ୍ଟାନୟକ ଓରଫ ରାଜା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସହଯୋଗୀ ମହମ୍ମଦ ଇଜାଜ ଖାନ୍‌ଙ୍କ ସହ ମିଶି ଫାର୍ମାସି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପ୍ରଦାନ…

ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ କନ୍ଧମାଳ, ବାଲିଗୁଡ଼ାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଉପରେ ଭିଜିଲାନ୍ସ ଟିମ୍ ଆଜି ଏକାଳୀନ ଚଢ଼ାଉ କରିଛି । ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ…

Junior Assistant in Vigilance Trap: ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ NOC ଦେବା ପାଇଁ ୧୦ ହଜାର ଟଙ୍କା…

Rayagada Asst Engineer in Vigilance Net: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା କୋଲନରା ବ୍ଲକ୍‌ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସହକାରୀ ଯନ୍ତ୍ରୀଙ୍କ ଗଞ୍ଜାମ ଓ…

Amin Arrested For Taking Bribe: ଭିଜିଲାନ୍ସ ଜାଲରେ ତହସିଲ୍‌ ଅମିନ

ଭିଜିଲାନ୍ସ ଜାଲରେ ବଲାଙ୍ଗିରର ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ ।ଲାଞ୍ଚ ନେବା ପଡିଲା ମହଙ୍ଗା । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅମିନ ନିର୍ମଳେନ୍ଦୁ କବି ଗିରଫ। ଜମି ପଟ୍ଟା କରାଇ ଦେବାକୁ ମାଗିଥିଲେ ଲାଞ୍ଚ। ଟଙ୍କା ନେବା ସମୟରେ…