Tag: Student death

Malaria Scare Returns In Rayagada: ରାୟଗଡ଼ାରେ ମ୍ୟାଲେରିଆ ଆତଙ୍କ; ଜଣେ ଛାତ୍ର ମୃତ; ୧୧ ମେଡିକାଲରେ ଭର୍ତ୍ତି

ରାୟଗଡ଼ାରେ ପୁଣି ମ୍ୟାଲେରିଆ ଆତଙ୍କ । ଗୋଟିଏ ସପ୍ତାହ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ନେଲାଣି ଦୁଇ ଛାତ୍ରଙ୍କ ଜୀବନ। କିଛି ଦିନ ପୂର୍ବରୁ ମ୍ୟାଲେରିଆରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ…

Student Dies After Falling While Taking Selfie: ସେଲଫି ନେଲା ଛାତ୍ରଙ୍କ ଜୀବନ

ପୁଣି ସେଲଫି ନେବା ହେଲା କାଳ। ବୁଜିବଙ୍ଗା ଜଳପ୍ରପାତରେ ନିକଟରେ ଫଟୋ ଉଠାଇବା ବେଳେ ପଡ଼ି ରାୟଗଡ଼ା ଜିଲ୍ଲା ଅମ୍ବାଦଳା କୁଲେରପଟ୍ଟା ଗାଁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ; ଅମ୍ବାଡାଲା ଅଞ୍ଚଳ ଅନ୍ତର୍ଗତ କୁଲେରପଟ୍ଟା ଗାଁର ବାସିନ୍ଦା…

Student Found Dead In Hostel: ରାଜଧାନୀର ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର

ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଜୀବନ ହାରିଲେ ଛାତ୍ର। ମୃତ୍ୟୁବରଣ କରିଥିବା ଛାତ୍ର ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ଅନ୍ତର୍ଯ୍ୟାମୀ ପ୍ରିୟାନ୍ସୁ ସାହୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ…

Berhampur Engineering Student Death Case: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ପରିବହନ ମନ୍ତ୍ରୀଙ୍କ ପୁତୁରା ଗିରଫ

ବ୍ରହ୍ମପୁରରେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲେ ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନା । ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ବଜିତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ୍। ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଆତ୍ମହତ୍ୟା ନିମନ୍ତେ ବାଧ୍ୟ…

IIT BBSR PhD Student Dies: ଭୁବନେଶ୍ବର IIT ବାଲ୍‌କୋନୀରୁ ଖସି ଛାତ୍ର ମୃତ

ଭୁବନେଶ୍ବର IIT କ୍ୟାମ୍ପସ୍‌ ହଷ୍ଟେଲ ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ । ବଏଜ୍‌ ହଷ୍ଟେଲ୍‌ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ମୃତ ହୋଇଥିବା ସୂଚନା ।ମୃତକଙ୍କ ନାମ ଆନ୍ଧ୍ରପ୍ରଦେଶର ତାନିକୋଣ୍ଡା ନିଶାନ୍ତ କୁମାର, ସେ ପ୍ରତିଷ୍ଠାନରେ ଡକ୍ଟରେଟ ଅଧ୍ୟୟନ କରୁଥିଲେ।…

Rajgangpur Burn Victim Succumbs: ନିଆଁରେ ଜଳି ହୋଇ ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟ ଘଟଣା: ଗଭୀର ଦୁଃଖ ପ୍ରକାଶ କଲେ ନବୀନ

ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ପରି ପରିସ୍ଥିତିରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି…

ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ଭିସୁଟ୍ ଛାତ୍ରଙ୍କ ମୃତଦେହ

ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ କାରଣ…

ଭୁଲ ଇଂଜେକ୍ସନ ପାଇଁ ଛାତ୍ରଙ୍କ ଜୀବନ ଗଲା

କେନ୍ଦୁଝର ଜିଲ୍ଲା ସାହାରପଡାରେ ଘଟିଛି ଦୁଃଖଦ ଘଟଣା । କାଛୁ କୁଣ୍ଡିଆ ରୋଗ ପାଇଁ ମେଡିସିନ ଦୋକାନୀ ଇଂଜେକ୍ସନ ଦେବା ପରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଧରାପଡା…