ରାଜ୍ୟ Ratha Jatra 2026; ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରା; ନୀଳାଦ୍ରି ବିଜେ ପରେ ରତ୍ନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି July 28, 2026 Nirvay ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ତଥା ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତି ଗତକାଲି ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେରେ ନୀଳକନ୍ଦରକୁ ଫେରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ୯ ଦିନର ଅବସ୍ଥାନ ପରେ ନୀଳାଦ୍ରି ବିଜେ ନୀତି ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି…
ରାଜ୍ୟ Ratha Jatra 2026: ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ July 25, 2026 Nirvay ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଷାଢ଼ ମାସ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର…
ବ୍ୟବସାୟ Ratha Jatra 2026: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି July 21, 2026 Nirvay ଗତକାଲି ବିଳମ୍ବିତ ରାତିରେ ରଥଯାତ୍ରାର ପଞ୍ଚମ ଦିବସରେ ହେରାପଞ୍ଚମୀ ନୀତିକାନ୍ତି ପାଳନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ…
ବ୍ୟବସାୟ Ratha Jatra 2026: ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି: ଆସନ୍ତାକାଲିଠୁ ଦର୍ଶନ କରିବେ ଭକ୍ତ July 18, 2026 Nirvay ନବଦିନାତ୍ମକ ଯାତ୍ରାର ତୃତୀୟ ଦିନରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଛି ଆଡ଼ପ ପହଣ୍ଡି । ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । କାଲିଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର…
ତାଜା ଖବର ରାଜ୍ୟ Odisha Police conduct Comprehensive Mock Drill in Puri ahead of Ratha Jatra 2026 July 13, 2026 Nirvay With the world-famous Ratha Jatra 2026 drawing near, Odisha Police carried out a large-scale mock drill in Puri to assess the city’s emergency response, crowd management, and inter-agency coordination. The…
ରାଜ୍ୟ Ratha Jatra 2026: ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନିଅରକୁ ଖବର ନେଇ ଗଲେ ସେବାୟତ July 12, 2026 Nirvay ଅଣସର ଘରେ ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଶେଷରେ ସୁସ୍ଥ ହେଲେ ଶ୍ରୀଜିଉ । ତ୍ରୟୋଦଶୀ ତିଥିରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଶ୍ରୀନଅର ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଲେ ଦଇତାପତି ସେବାୟତ…