Tag: OMSA

Odisha Doctors’ Strike: ଡାକ୍ତର ଆନ୍ଦୋଳନ: ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର

ଓଡ଼ିଶାରେ ଡାକ୍ତରଙ୍କ ପ୍ରତିବାଦକୁ ନେଇ ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରିଥିବା ଦାବିଗୁଡ଼ିକର ଯାଞ୍ଚ ଏବଂ ଚାଲିଥିବା ଆନ୍ଦୋଳନର ସମାଧାନ ଖୋଜିବା…

Doctors Protest in Odisha: ସାରା ରାଜ୍ୟରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ; କାଲି ଓମ୍‌ସା ସହ ଆଲୋଚନା ପାଇଁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ

OMSAକୁ ଆଲୋଚନା ପାଇଁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତାକାଲି ସାଢ଼େ ଏଗାରଟା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଘ ସହିତ ବୈଠକ ବସିବ । ଏ ନେଇ ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର…

Doctor Protest in Odisha: ଆନ୍ଦୋଳନରତ ଡାକ୍ତରଙ୍କୁ ମିଳିଲା ଡେଡ୍‌ଲାଇନ୍‌; ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ

ବାଲେଶ୍ବରରେ ଆନ୍ଦୋଳନରତ ଡାକ୍ତରଙ୍କୁ ମିଳିଲା ଡେଡ୍‌ଲାଇନ୍‌ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ କଠୋର କାର୍ଯ୍ୟନୁଷ୍ଠାନ ପରେ ଆକ୍ସନ ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ବର CDMOଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା…

Odisha Doctors Strike: ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସରକାରଙ୍କ ଅନୁରୋଧ

ଆନ୍ଦୋଳନରତ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟସରକାର। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ଓଡ଼ିଶା ସରକାର ତୁରନ୍ତ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରି ଡ୍ୟୁଟିରେ ଫେରିବା ଏବଂ ପ୍ରଶାସନ ସହିତ ଗଠନମୂଳକ ଆଲୋଚନାରେ…

OMSA Withdraws Protest: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା । ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ସାରା ଓଡ଼ିଶାରେ ଏହାର ପ୍ରତିବାଦ ପ୍ରତ୍ୟାହାର କରିଛି । ସରକାରଙ୍କଠୁ…