ଆନ୍ଦୋଳନରତ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟସରକାର। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ଓଡ଼ିଶା ସରକାର ତୁରନ୍ତ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରି ଡ୍ୟୁଟିରେ ଫେରିବା ଏବଂ ପ୍ରଶାସନ ସହିତ ଗଠନମୂଳକ ଆଲୋଚନାରେ ଯୋଗଦେବା ପାଇଁ ଦୃଢ଼ ନିବେଦନ କରିଛନ୍ତି। Post navigation Textbook Error Row: ୱେବସାଇଟରେ ଉପଲବ୍ଧ ହେଲା ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଠ୍ୟପୁସ୍ତକ; ତ୍ରୁଟି ସଂଶୋଧନ ପାଇଁ ମତାମତ ଲୋଡ଼ିଲେ ରାଜ୍ୟ ସରକାର Doctors Protest in Odisha: ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ଦରମା ବନ୍ଦ ପାଇଁ ନିର୍ଦ୍ଦେଶ