OMSAକୁ ଆଲୋଚନା ପାଇଁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତାକାଲି ସାଢ଼େ ଏଗାରଟା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଘ ସହିତ ବୈଠକ ବସିବ । ଏ ନେଇ ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜିବ କୁମାର ପ୍ରଧାନକୁ ସ୍ବାସ୍ଥ୍ୟ ବିଭାଗର ଚିଠି କରାଯାଇଛି । ଆନ୍ଦୋଳନକୁ ବନ୍ଦ କରି ଆଲୋଚନାରେ ଯୋଗ ଦେବାକୁ ଚିଠି ମାଧ୍ୟମରେ କୁହାଯାଉଛି  ।

 

Leave a Reply

Your email address will not be published. Required fields are marked *