Tag: Odisha

Ratna Bhandar Ornaments Counting: ଆସନ୍ତା ୧୯ରେ ଗୋଟିଏ ଦିନ ପାଇଁ ହେବ ମହାପ୍ରଭୁଙ୍କ ଅଳଙ୍କାର ଗଣତି

ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି । ରତ୍ନଭଣ୍ଡାର କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ…

BJD Files Complaint Against Prabhat Biswal: ଛୋଟ ପିଲାଙ୍କୁ ରାଲିରେ ଆଣିବା ଘଟଣା; ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେଡି 

ତେଜିଲା ଶିଶୁ ଅଧିକାର ସୁରକ୍ଷା ପଲିଟିକ୍ସ । ଆଜି ବିଜୁ ଜନତା ଦଳ (BJD) ବିଜେପି ନେତା ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ନିକଟରେ ଅଭିଯୋଗ ଦାଖଲ କରିଛି। ଅଭିଯୋଗ ଅନୁଯାୟୀ ବିଜେପି…

Violence Erupts At Rajdhani College: ରାଜଧାନୀ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁ ମୁହିଁ

ଦିନକୁ ଦିନ ଅଶାନ୍ତ ହେଉଛି କଲେଜ୍ ପରିସର। ଆଜି ଭୁବନେଶ୍ୱରର ରାଜଧାନୀ କଲେଜରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଅଣଛାତ୍ର ମୁକ୍ତ କ୍ୟାମ୍ପସ, ନିଶା ମୁକ୍ତ କ୍ୟାମ୍ପସ, ସିସିଟିଭି ଲଗାଇବା ପାଇଁ ଏବିଭିପି ପକ୍ଷରୁ କଲେଜ ସମ୍ମୁଖରେ ପ୍ରତିବାଦ ବେଳେ…

फिर लौटा कोरोना, आंध्र में 2 मौतें 4 संक्रमित, ओडिशा में हाई अलर्ट

लगभग 4 साल की शांति के बाद देश में एक बार फिर कोरोना महामारी का डर लौट आया है । पड़ोसी आंध्र प्रदेश में कोरोना संक्रमण से 2 लोगों की…

Chameli Ojha Protest: ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

ଭୁବନେଶ୍ବର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା। ମହାକାଳପଡ଼ା ବିଡ଼ିଓ ଓ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ତିଖିରୀ ସରପଞ୍ଚ ଚାମେଲୀ ଓଝା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର…

Minor Rape Case in Bhanjanagar: ଚିକିତ୍ସା ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଆୟୁଷ ଡାକ୍ତର ଅଟକ

ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ଆୟୁଷ ଡାକ୍ତରଙ୍କ କ୍ଲିନିକରେ ଚିକିତ୍ସା ପାଇଁ ଯାଇଥିବା ସମୟରେ ନାବାଳିକା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ପରିବାର ପକ୍ଷରୁ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ…

Worm Found Inside Antibiotic Strips in Udala: ଉଦଳା ମେଡିକାଲ୍‌ରେ ମିଳୁଛି ପୋକରା ଔଷଧ!

ମୟୂରଭଞ୍ଜ ଜିଲ୍ଲାର ଉଦଳା ହସ୍ପିଟାଲରୁ ଏକ ବଡ଼ ତ୍ରୁଟି ରିପୋର୍ଟ ହୋଇଛି। ଉଦଳା ମେଡିକାଲ୍‌ରୁ ପୋକରା ଔଷଧ ମିଳୁଥିବା ଅଭିଯୋଗ ହୋଇଛି। ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ପୋକ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣା ପରେ…

OCC Executive Engineer under Vigilance Scanner: ଭିଜିଲାନ୍ସ ଜାଲରେ ଆଇଟିଡିଏ ପୂର୍ବତନ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କୋରାପୁଟର ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଆଇଟିଡିଏ (ITDA)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟାଙ୍କ…