ତାଜା ଖବର ରାଜ୍ୟ Odisha Assembly: ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ଅଚଳ; ଆସନ୍ତାକାଲି ଯାଏଁ ଗୃହ ମୁଲତବୀ September 24, 2026 Papirani ଓଡ଼ିଶା ବିଧାନସଭାରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନାହିଁ। MMDR ନିୟମାବଳୀ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ଗୃହ ମଧ୍ୟରେ…
ତାଜା ଖବର ରାଜ୍ୟ Odisha Assembly: MMDR ACT 2026 ସଂଶୋଧନ: ରାଜସ୍ୱ କ୍ଷତିର ଆକଳନ ଚାଲିଛି, ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଆଇନଗତ ପଦକ୍ଷେପ ନିଆଯିବ- ଖଣି ମନ୍ତ୍ରୀ September 24, 2026 Papirani ବିଧାନସଭା ମୌସୁମୀ ଅଧିବେଶନରେ ନୂତନ MMDR ସଂଶୋଧନ ଆଇନକୁ ନେଇ ଜୋରଦାର ଆଲୋଚନା ଓ ହଟ୍ଟଗୋଳ ଜାରି ରହିଥିବା ବେଳେ ଗୃହରେ ରାଜ୍ୟର ଖଣିଜ ରାଜସ୍ୱ ଆଦାୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ…
ତାଜା ଖବର ରାଜ୍ୟ Rasgovindpur Airstrip to Become Airport: ରାସଗୋବିନ୍ଦପୁର ଏୟାରଷ୍ଟ୍ରପ ହେବ ବିମାନବନ୍ଦର: ବିଭୂତି ଭୂଷଣ ଜେନା September 24, 2026 Papirani ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର (ଅମର୍ଦ୍ଦା ରୋଡ୍) ଏୟାରଷ୍ଟ୍ରିପ୍କୁ ଏକ ପୂର୍ଣ୍ଣାଙ୍ଗ ବିମାନବନ୍ଦରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି। ବିଧାୟକ…
ତାଜା ଖବର ରାଜନୀତି ରାଜ୍ୟ Odisha Assembly: ମୌସୁମୀ ଅଧିବେଶନର ତୃତୀୟ ଦିନରେ ଅସମ୍ଭାଳ ପରିସ୍ଥିତି: ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ September 24, 2026 Papirani ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ଅଭୂତପୂର୍ବ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ MMDR ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଗୃହ ମଧ୍ୟରେ ଜୋରଦାର ହୋହାଲ୍ଲା କରିଛନ୍ତି। ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ଏକାଠି ହୋଇ…
ତାଜା ଖବର ରାଜ୍ୟ Odisha Assembly: ରାଜ୍ୟରେ ଚାଷ ଜମି ହ୍ରାସ ସତ୍ତ୍ୱେ ବୃଦ୍ଧି ପାଇଛି ଧାନ ଚାଷ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ September 23, 2026 Papirani ରାଜ୍ୟରେ ଚାଷ ଜମି କମିଥିବା ସତ୍ତ୍ୱେ ଧାନ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଧାନସଭାରେ ବିଧାୟକ ପ୍ରତାପ ଦେବଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି. ସିଂହଦେଓ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା…
ତାଜା ଖବର ରାଜ୍ୟ Odisha Assembly: MMDR ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ September 23, 2026 Papirani ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ବିଜେଡିର ବିଧାୟକମାନେ ନିଜ ନିଜ ଆସନ…
ତାଜା ଖବର ରାଜ୍ୟ 256 Elephant Deaths in Odisha in 3 years: ରାଜ୍ୟରେ ୩ ବର୍ଷରେ ମରିଛନ୍ତି ୨୫୬ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ September 22, 2026 Papirani ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ୨୫୬ଟି ହାତୀଙ୍କର ଜୀବନ ଯାଇଛି। ମଙ୍ଗଳାବାର ରାଜ୍ୟ ବିଧାନସଭାରେ ବିଧାୟକ ଦୁର୍ଗା ପ୍ରସନ୍ନ ରାୟଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ତଥ୍ୟ…
ତାଜା ଖବର ରାଜ୍ୟ Odisha Assembly: ଓଡ଼ିଶାରେ ନିଆଁର ତାଣ୍ଡବ: ୩ ବର୍ଷରେ ଜଳିଗଲା ୭୩,୪୧୮ଟି ଜଙ୍ଗଲ September 22, 2026 Papirani ୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୭୩,୪୧୮ଟି ଜଙ୍ଗଲ ନିଆଁ ଘଟଣା ରିପୋର୍ଟ ହୋଇଥିବା ବେଳେ ଏଥିରେ ୧୧,୭୩୨.୫୬୧ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ…
ତାଜା ଖବର ରାଜ୍ୟ PMAY-G in Odisha: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୨୮ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ September 22, 2026 Papirani ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହହୀନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଗୁରୁତ୍ୱପୂର୍ଣ୍ଣ…
ତାଜା ଖବର ରାଜ୍ୟ Odisha Assembly Adjourned Till 4 PM: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ; ୪ଟା ଯାଏଁ ମୁଲତବୀ ଘୋଷଣା September 22, 2026 Papirani ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଥମୁନି ହଟ୍ଟଗୋଳ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏମଏମଡିଆର ବିଲ୍ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ…