ତାଜା ଖବର ରାଜ୍ୟ Odisha Assembly: ଓଡ଼ିଶାରେ ନିଆଁର ତାଣ୍ଡବ: ୩ ବର୍ଷରେ ଜଳିଗଲା ୭୩,୪୧୮ଟି ଜଙ୍ଗଲ September 22, 2026 Papirani ୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୭୩,୪୧୮ଟି ଜଙ୍ଗଲ ନିଆଁ ଘଟଣା ରିପୋର୍ଟ ହୋଇଥିବା ବେଳେ ଏଥିରେ ୧୧,୭୩୨.୫୬୧ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ…
ତାଜା ଖବର ରାଜ୍ୟ PMAY-G in Odisha: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୨୮ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ September 22, 2026 Papirani ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହହୀନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଗୁରୁତ୍ୱପୂର୍ଣ୍ଣ…
ତାଜା ଖବର ରାଜ୍ୟ Odisha Assembly Adjourned Till 4 PM: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ; ୪ଟା ଯାଏଁ ମୁଲତବୀ ଘୋଷଣା September 22, 2026 Papirani ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଥମୁନି ହଟ୍ଟଗୋଳ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏମଏମଡିଆର ବିଲ୍ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ…
ତାଜା ଖବର ରାଜ୍ୟ Panchayat Reorganization: ପଞ୍ଚାୟତ ପୁନର୍ଗଠନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ ହୋଇନାହିଁ: ପଞ୍ଚାୟତରାଜ ମନ୍ତ୍ରୀ September 22, 2026 Papirani ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ପାଇଁ କୌଣସି ନୂତନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରାଯାଇ ନଥିବା ନେଇ ସ୍ପଷ୍ଟ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ନାରାୟଣ ନାୟକ। ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏହି…
ତାଜା ଖବର ରାଜ୍ୟ Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା: ୧ଟା ୧୦ ଯାଏଁ ଗୃହ ମୁଲତବି ଘୋଷଣା September 22, 2026 Papirani ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ଦଳର ପ୍ରବଳ ହଙ୍ଗାମା ଓ ସ୍ଲୋଗାନବାଜି ଯୋଗୁଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଶ୍ନକାଳ ଚାଲିପାରି ନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସୃଷ୍ଟି…
ତାଜା ଖବର ରାଜ୍ୟ Odisha Assembly Monsoon Session: ଶେଷ ହେଲା ସର୍ବଦଳୀୟ ବୈଠକ September 21, 2026 Papirani ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ସଫଳତାର ସହ ଶେଷ ହୋଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନ ପୂର୍ବରୁ ଗୃହ କାର୍ଯ୍ୟକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଏହି ବୈଠକ…
ତାଜା ଖବର ରାଜନୀତି ରାଜ୍ୟ All-Party Meet Today: ଆଜି ବସିବ ସର୍ବଦଳୀୟ ବୈଠକ September 21, 2026 Papirani ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡାକିଛନ୍ତି। ବିଧାନସଭା ଆରମ୍ଭ ପୂର୍ବରୁ ଆଜି ୧୧ଟା ୩୦ରେ ବସିବ ସର୍ବଦଳୀୟ ବୈଠକ ।…
ତାଜା ଖବର ରାଜ୍ୟ 17th Odisha Legislative Assembly: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ August 25, 2026 Papirani ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିବ। ଏହା ମଧ୍ୟରେ ଗୋଟିଏ ସରକାରୀ ଛୁଟିଦିନ ଏବଂ ୨ଟି ବୈଠକବିହୀନ ଦିବସ ରହିଛି।…
ରାଜ୍ୟ Odisha to Hold Special Assembly Session: ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ April 24, 2026 Nirvay ଆସନ୍ତା ୩୦ ତାରିଖ ଦିନ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ମାତ୍ର ଦିନକ ପାଇଁ ବସୁଥିବା ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇପାରେ । ବିଧାନସଭା ଭବନରେ ଦିନ ୧୧ଟାରେ…
ରାଜନୀତି ରାଜ୍ୟ Congress Slams Sofia: ସୋଫିଆଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ନିଶ୍ଚିତ: କଂଗ୍ରେସ April 15, 2026 Nirvay ବାରବାଟୀ-କଟକର ବିଧାୟିକା ସୋଫିଆ ଫିରଦୋସଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ମର୍ମରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି,…