Tag: odisha assembly

ଆସିକା ବିଧାୟକଙ୍କ ଆସ୍କା 40 ଚିନ୍ତା

ବିଧାନସଭା ଗୃହରେ ଆସ୍କା-40 ଦର ନେଇ ଚିନ୍ତା ପ୍ରକଟ। ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କରିଥିବା ପ୍ରଶ୍ନ ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଆସ୍କା-40ର ଦର ପାଞ୍ଚ ବର୍ଷ ହେଲା…

ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା: କୃଷ୍ଣଚନ୍ଦ୍ର ପାତ୍ର

ଆଜି ବିଧାନସଭା ଗୃହରେ ଉଠିଲା ନକଲି ସୁନା ବିକ୍ରି ପ୍ରସଙ୍ଗ। ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ଆଳୁ ମିଶନରେ ଫେଲ୍‌ ପୂର୍ବ ସରକାର: ଉପମୁଖ୍ୟମନ୍ତ୍ରୀ

ଆଜି ବିଧାସଭା ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ଵ ଅର୍ଥତତ୍ତ୍ଵ ଭଳି…

ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍: ମୁକେଶ ମହାଲିଙ୍ଗ

ରାଜ୍ୟରେ ୩୦ଟି ଜିଲ୍ଲାରେ ଖୋଲିବ ମେଡ଼ିକାଲ । ଆଜି ବିଧାନସଭାରେ ଏହି ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ କଲେଜ ଖୋଲିବା ଜରୁରୀ ଏବଂ ଏହା ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ…

ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍

ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ…

ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ

ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନ ଗତ ଆର୍ଥିକ ବର୍ଷରେ ଓଡିଶାର…

ଏଏସଓ ଚାକିରି ବିକ୍ରି ପ୍ରସଙ୍ଗରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେଡ଼ି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଛନ୍ତି । ଚାକିରି ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ଦେଇ…

ଗୋ ହତ୍ୟା ବନ୍ଦ ଓ ସୁରକ୍ଷା ନେଇ ଆଗତ ହେଲା ବିଲ୍

ଗୋ-ସୁରକ୍ଷା ନେଇ ବିଧାନସଭାରେ ଆଗତ ହେଲା ବିଲ୍‌ । ପ୍ରାଇଭେଟ୍‌ ବିଲ୍‌ ମାଧ୍ୟମରେ ଗୃହରେ ଆଗତ ହେଲା ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍‌ । ଆଗତ ବିଲ୍‌କୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି । ଗୋହତ୍ୟା ଓ…

ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍‌; ଧରାପଡ଼ିଲେ କୋଟିଏ

ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ଲାଗିବ ରୋକ୍

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍। ମନୋରଞ୍ଜନ ନାଁରେ ଚାଲିଥିବା ଅପସଂସ୍କୃତିକୁ ଆଉ ପ୍ରଶ୍ରୟ ଦିଆଯିବନି । ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି ।…