Tag: odisha assembly

ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍

ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ…

ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ

ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନ ଗତ ଆର୍ଥିକ ବର୍ଷରେ ଓଡିଶାର…

ଏଏସଓ ଚାକିରି ବିକ୍ରି ପ୍ରସଙ୍ଗରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ବିରୋଧୀ ବିଜେଡ଼ି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଛନ୍ତି । ଚାକିରି ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରସଙ୍ଗ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରତିକ୍ରିୟା ଦେଇ…

ଗୋ ହତ୍ୟା ବନ୍ଦ ଓ ସୁରକ୍ଷା ନେଇ ଆଗତ ହେଲା ବିଲ୍

ଗୋ-ସୁରକ୍ଷା ନେଇ ବିଧାନସଭାରେ ଆଗତ ହେଲା ବିଲ୍‌ । ପ୍ରାଇଭେଟ୍‌ ବିଲ୍‌ ମାଧ୍ୟମରେ ଗୃହରେ ଆଗତ ହେଲା ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍‌ । ଆଗତ ବିଲ୍‌କୁ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି । ଗୋହତ୍ୟା ଓ…

ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍‌; ଧରାପଡ଼ିଲେ କୋଟିଏ

ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ଲାଗିବ ରୋକ୍

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍। ମନୋରଞ୍ଜନ ନାଁରେ ଚାଲିଥିବା ଅପସଂସ୍କୃତିକୁ ଆଉ ପ୍ରଶ୍ରୟ ଦିଆଯିବନି । ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି ।…

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ । ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର ପଚାରିଥିବା ପ୍ରଶ୍ନ ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ…

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଗୃହରେ ଉଠିଲା ଜଙ୍ଗଲ ଜମି ହଡ଼ପ ପ୍ରସଙ୍ଗ। ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ସେ ପଚାରିଥିବା ପ୍ରଶ୍ନ ଆଦିବାସୀ ମାନଙ୍କ ଜମିକୁ ହଡପ କରୁଛନ୍ତି ପ୍ରଭାବଶାଳୀ ଲୋକ ଏବଂ ସେହି ଜମିରେ…

ରାଜ୍ୟରେ କୌଣସି ସୂତାକଳ ନାହିଁ

ଆଜି ବିଧାନସଭାରେ ଉଠିଲା ସୂତାକଳ ପ୍ରସଙ୍ଗ।ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ ବୋଲି ଆଜି ଗୃହରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ସେ କହିଛନ୍ତି ପୂର୍ବରୁ ରାଜ୍ୟରେ ୭ଟି…

ରାଜ୍ୟରେ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ; ଗତ ୨ବର୍ଷରେ ୫ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଛନ୍ତି ବୁଲା କୁକୁର

ରାଜ୍ୟରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ । ଆଜି ବିଧାନସଭାରେ ଉଠିଲା ବୁଲା କୁକୁର ପ୍ରସଙ୍ଗ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନ ୨୦୨୩ ମସିହା ଠାରୁ ଆରମ୍ଭ କରି ୨୦୨୪…