Tag: odisha assembly

ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍: ମୁକେଶ ମହାଲିଙ୍ଗ

ଦିନକୁ ଦିନ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ହେଉଛି ସର ବିଶ୍ଵ। ଏଭଳି ସମୟରେ ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ସେବା । ବିଧାନସଭାରେ ଉଠିଲା ଗ୍ରାମରେ ଇଣ୍ଟରନେଟ୍ ପ୍ରସଙ୍ଗ । ଦୁଇ ଦିନର ବିରତି ପରେ ଆଜି ଆରମ୍ଭ ହୋଇଛି…

ନାରୀ ନିର୍ଯାତନାକୁ ବିରୋଧ କରି ୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ମହିଳାଙ୍କ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା କଂଗ୍ରେସ । ରାଜ୍ୟରେ ନାରୀ ହିଂସା ଓ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ କରି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ଡାକରାରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ…

ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ: ସୂର୍ଯ୍ୟବଂଶୀ ସୁରଜ

ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ଲିଖିତ ଉତ୍ତରରେ କହିଛନ୍ତି କଳା, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ ଗନ୍ତାଘର କୁହାଯାଉଥିବା ବାଲିଯାତ୍ରା…

୧୧ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ନେପାଳୀଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଆଜି ବିଧାନସଭା ଗୃହରେ ଉଠିଲା କିଟ୍‌ରେ ନେପାଳୀଛାତ୍ରୀଙ୍କ ହତ୍ୟା ମାମଲା। କିଟ୍‌ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ୨୦୨୪ ମାର୍ଚ୍ଚ…

ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ପରେ ଆଜି ବିଧାନସଭା ପହଞ୍ଚିଲେ ତାରା ବାହିନୀପତି । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଆଜି କଂଗ୍ରେସ ବିଧାୟକମାନେ କଳା କପଡ଼ା ପିନ୍ଧିବା…

ଓଡ଼ିଶାର ୯ଟି ଜିଲ୍ଲାରେ ରହିଛି ସୁନାଖଣି

ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ଏନେଇ ଗୃହରେ ତଥ୍ୟ ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନ କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର…

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ବଢ଼ୁଛି ଆଗ୍ରହ: କେ.ଭି. ସିଂହଦେଓ

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ବଢ଼ୁଛି ଆଗ୍ରହ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା’ରେ…

ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୫,୮୨୨ ଡାକ୍ତର ପଦବୀ

ରାଜ୍ୟରେ ଖୁବଶୀଘ୍ର ୫,୮୨୨ ଡାକ୍ତର ପଦବୀ ପୂରଣ କରି ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରାଯିବ ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ…

ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଧାନସଭା ଗୃହରେ ଉଠିଲା ବ୍ରାଉନସୁଗାର ପ୍ରସଙ୍ଗ । ଦିନକୁ ଦିନ ବ୍ରାଉନସୁଗାର ହବ୍‌ ପାଲଟୁଛି ଓଡ଼ିଶା । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରେ କହିଛନ୍ତି ୩ ବର୍ଷରେ ରାଜ୍ୟରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଛି…

ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ

ରାଜ୍ୟରେ ଗତ ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ। ଆଜି ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ…