Tag: NHRC

Rehabilitation Centre Shut down in BBSR: ଦିବ୍ୟାଙ୍ଗମାନଙ୍କ ସେବାରେ ଅବହେଳା: ୨୦ କୋଟିର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବନ୍ଦକୁ ନେଇ NHRC ନୋଟିସ୍

ଦିବ୍ୟାଙ୍ଗମାନଙ୍କ ପୁନର୍ବାସ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବେ ଦୀର୍ଘଦିନ ଧରି ବନ୍ଦ ପଡ଼ିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆଡଭାନ୍ସଡ୍ ରିହାବିଲିଟେସନ ସେଣ୍ଟର…

Illegal Stone Quarrying in Similipal: ଶିମିଳିପାଳରେ ବେଆଇନ ପଥର ଖାଦାନ ମାମଲାରେ ରିପୋର୍ଟ ମାଗିଲେ NHRC

ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖାଦାନ ଚାଲିଥିବା ଏବଂ ଏହା ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଓ ସୁରକ୍ଷା ବିପଦରେ ପଡ଼ିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) । ଏହି ଅଭିଯୋଗ ଉପରେ…

Balianta Murder Case: ସୌମ୍ୟ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ; ଘଟଣାସ୍ଥଳରୁ ଫେରାଇ ଦିଆଯାଇଥିଲା ଆମ୍ବୁଲାନ୍ସ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଜାତୀୟ ମାନବାଧିକାର କମିଶନ (NHRC) ବାଲିଅନ୍ତାରେ ଘଟିଥିବା ଗଣ ହିଂସା ମାମଲାର ତଦନ୍ତକୁ ତୀବ୍ର କରିଛି । ଘଟଣାସ୍ଥଳରୁ ଆମ୍ବୁଲାନ୍ସକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଆଜି ଅଭିଯୋଗକାରୀ…

Kabisuryanagar Custodial Death: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା; ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଲବ କଲେ NHRC

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ଥାନା ହାଜତ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ (NHRC) । ଗଂଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ୧୪ଟି ଦିଗ ଉପରେ ଉତ୍ତର ରଖିବାକୁ ରିପୋର୍ଟ ତଲବ…

Sleeper Bus Safety Norms: ନିୟମ ଉଲ୍ଲଂଘନ କରୁଥିବା ସ୍ଲିପର କୋଚ୍ ବସ୍ ହଟାଇବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

କୁର୍ଣ୍ଣୁଲରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ନେଇଛି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) । ନିୟମ ଉଲ୍ଲଂଘନ କରୁଥିବା ସ୍ଲିପର କୋଚ୍ ବସ୍ ହଟାଇବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଜାତୀୟ ମାନବାଧିକାର…

ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକଙ୍କୁ ଛୁରାମାଡ଼ ଘଟଣାରେ ଡିଜିପିଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ

ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

ବଲାଙ୍ଗିରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ନିଜ ଆଡୁ ଡିଜିପିଙ୍କୁ ନୋଟିସ୍ କଲେ NHRC

ବଲାଙ୍ଗିରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍ କଲେ NHRC । ମାମଲା ଗ୍ରହଣ ସହ ଡିଜିପିଙ୍କୁ ନୋଟିସ୍ କଲେ NHRC । ୨ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ…

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ NHRCର ନୋଟିସ୍‌

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ ଜାରି କରିଛି NHRC । କିଟ୍‌ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର କମିଶନ୍ । ପୀଡ଼ିତାଙ୍କ…

ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ କିଟକୁ ଦାୟୀ କଲେ ଏନଏଚଆରସି

କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି ଦାୟୀ କଲେ ନ୍ୟାଶନାଲ ହ୍ୟୁମାନ ରାଇଟ୍ସ (ଏନଏଚଆରସି) । କିଟ୍ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ ଏନଏଚଆରସି ଟିମ୍। ଏହା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ…