Tag: Indonesia

5 Baby Orangutans In Odisha: ଇଣ୍ଡୋନେସିଆ ଯିବେ ଓଡ଼ିଶାରୁ ଉଦ୍ଧାର ୫ ଓରାଙ୍ଗଉଟାନ୍‌ ଶାବକ ! 

ଓଡ଼ିଶାରୁ ଚୋରା ଚାଲାଣ ବେଳେ ଉଦ୍ଧାର କରାଯାଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଇଣ୍ଡୋନେସିଆକୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ସୂଚନାରୁ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଓରାଙ୍ଗଉଟାନ୍‌ ଶାବକମାନଙ୍କ…

Orangutan Smuggling Probe: ଓରାଙ୍ଗଉଟାନ ଚାଲାଣ ମାମଲା: ଇଣ୍ଡୋନେସିଆ ଯିବ କ୍ରାଇମବ୍ରାଞ୍ଚ STF ଟିମ୍

ଚର୍ଚ୍ଚିତ ଓରାଙ୍ଗୁଟାନ ଚାଲାଣ ମାମଲାରେ ତଦନ୍ତକୁ ଜୋରଦାର କରିଛି ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ ଟିମ୍। ଓରାଙ୍ଗୁଟାନ ଚାଲାଣ ଘଟଣା ପଛରେ ଏକ ବଡ଼ ଧରଣର ଆନ୍ତର୍ଜାତୀୟ ଗ୍ୟାଙ୍ଗ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା କେତେକ ଗୁରୁତ୍ୱପୂର୍ଣ୍ଣ…

Indonesia Earthquake: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଆଜି ସକାଳ ୫ଟା ୭ ମିନିଟରେ ଇଣ୍ଡୋନେସିଆରେ ଏକ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ…

PM Modi Praises Biju Patnaik in Indonesia: ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ଇଣ୍ଡୋନେସିଆ ଗ୍ରସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରି ଭାଷଣ ଦେବା ସମୟରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଛନ୍ତି ମୋଦି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ…