Four Minors Rescued From Chhatrapur: ଦାଦନ ଚାଲାଣ ବେଳେ ବ୍ରହ୍ମପୁରରୁ ୪ ନାବାଳକ ଉଦ୍ଧାର, ୨ ଅଟକ

ବ୍ରହ୍ମପୁରରେ ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର କରାଯାଇଛି । ସୁରଟ ଚାଲାଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର କରିଛି ପୋଲିସ । ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ଶିଶୁ କଲ୍ୟାଣ କମିଟି (CWC),…

Jeypore Deputy Director of Mines Held in Bribery Case: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ଅଧିକାରୀ (ଉପନିର୍ଦ୍ଦେଶକ) ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର…

Odisha Doctors’ Strike: ଡାକ୍ତର ଆନ୍ଦୋଳନ: ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର

ଓଡ଼ିଶାରେ ଡାକ୍ତରଙ୍କ ପ୍ରତିବାଦକୁ ନେଇ ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରିଥିବା ଦାବିଗୁଡ଼ିକର ଯାଞ୍ଚ ଏବଂ ଚାଲିଥିବା ଆନ୍ଦୋଳନର ସମାଧାନ ଖୋଜିବା…

Students protest at Ramadevi Women’s University: ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ସମସ୍ତ ଗେଟରେ ତାଲା ପକାଇ ନାରାବାଜି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହିଦନଗର ଥାନା ପୋଲିସକୁ ଖବର ଦେବା ପରେ…

Bihar’s Bankipur Bypoll: ବାଙ୍କିପୁର ବିଧାନସଭା ଆସନରୁ ଅଭିଷେକ କୁମାରଙ୍କୁ ପ୍ରାର୍ଥୀ କଲା ବିଜେପି

ଜୁଲାଇ ୩୦ ତାରିଖରେ ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଅଭିଷେକ କୁମାରଙ୍କୁ ବିଜେପି ଆନୁଷ୍ଠାନିକ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ବିଜେପି ପ୍ରାର୍ଥୀ ଅଭିଷେକ କୁମାର ବାଙ୍କିପୁର…

PM Modi Praises Biju Patnaik in Indonesia: ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ଇଣ୍ଡୋନେସିଆ ଗ୍ରସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରି ଭାଷଣ ଦେବା ସମୟରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଛନ୍ତି ମୋଦି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ…