ସେଫ୍‌ ବନିବେ ହୁମା

ୱେବ୍‌ ସିରିଜ ହେଉ ଅବା ଫିଲ୍ମ ପ୍ରତ୍ୟେକ ଭୂମିକାରେ ଅଭିନେତ୍ରୀ ହୁମା କୁରେଶୀ ଦର୍ଶକଙ୍କ ମଧ୍ୟରେ ନିଜର ଏକ ଭିନ୍ନ ଛାପ ଛାଡ଼ିଛନ୍ତି। ହୁମା ଏବେ ସେଫ୍‌ ବନିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ଗତ କିଛି ଦିନ ହେବ ସେ ଲୋକପ୍ରିୟ…

ବାଙ୍ଗାଲୋର ମାଛ ଫ୍ୟାକ୍ଟି୍ରରେ ଗ୍ୟାସ୍‌ ଲିକ୍‌ : ୫୦୦ମୃତ

ସହରର ବାହାର ଭାଗରେ ଥିବା ବିଶେଷ ଆର୍ଥିକ ଜୋନ୍‌ ମଧ୍ୟରେ କାର୍ଯ୍ୟ କରୁଥିବା ଏକ ମାଛ ପ୍ରୋସେସିଂ କାରଖାନରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାରୁ ଘଟିଛି ବଡ଼ ଅଘଟଣ। ସହରର ବାଜପେୟ ପୁଲିସ୍‌ ଥାନା ଅନ୍ତର୍ଗତ ସ୍ପେଶାଲ ଇକୋନମିକ ଜୋନ୍‌ ଭିତରେ…

ଲଖିମପୁର ଖେରି ହିଂସା: ମନ୍ତ୍ରୀଙ୍କ ପୁଅର ବେଲ୍‌ ଖାରଜ କଲେ ସୁପ୍ରିମକୋର୍ଟ

କେନ୍ଦ୍ରଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ସିଂଙ୍କ ପୁଅ ଆଶିଷ ମିଶ୍ରଙ୍କୁ ହାଇକୋର୍ଟରୁ ପ୍ରଦାନ ହୋଇଥିବା ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭରତ ଚାଷୀମାନଙ୍କ ଉପରେ ଗାଡି ମଡାଇ ଦେବା ଘଟଣାର ଅଜୟ ମିଶ୍ର ମୁଖ୍ୟ ଅଭିଯୁକ୍ତ ଅଛନ୍ତି।…

ଆରପାରିରେ ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର

ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ…

ପାକିସ୍ତାନକୁ ଚେତାବନୀ ଦେଲା ଆଫଗାନିସ୍ଥାନ

ଶନିବାର ଆଫଗାନିସ୍ଥାନର ଖୋସ୍ତ ଏବଂ କୁନାର ପ୍ରଦେଶରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ କରିଥିଲା । ଏଥିରେ ୫ଜଣ ମହିଳା ଓ ଜଣେ ଶିଶୁ ସମେତ ୪୦ ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ । ଏହି ଏୟାରଷ୍ଟ୍ରାଇକ୍‌ ପରେ ଆଫଗାନିସ୍ଥାନ ଲୋକ ସଡକକୁ…

କହ୍ନେୟା ହାତକୁ ଯିବ ବିହାର କଂଗ୍ରେସର ଦାୟିତ୍ୱ!

ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପୁଣିଥରେ ସକ୍ରିୟ ହୋଇଉଠିଛି । ବିହାର ପ୍ରଦେଶ କଂଗ୍ରେସ ମଦନ ମୋହନ ଝାଙ୍କ ଇସ୍ତଫା ପରେ କିଏ ହେବ ଅଧ୍ୟକ୍ଷ ସେ ନେଇ ଦଳୀୟ ରାଜନୀତି ସରଗରମ ଅଛି । ଏସବୁ…

ଜାହାଙ୍ଗୀରପୁରୀ ହିଂସାର ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ରିମାନ୍ଦରେ ଅଂସାର ଓ ଅସଲମ୍‌, ୨୦ରେ ପହଞ୍ଚôଲା ଗିରଫଙ୍କ ସଂଖ୍ୟା

ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ମାମଲାରେ ପୁଲିସ୍‌ ଆଉ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି।…

ବିରକ୍ତ ହେଲେ ଅମ୍ବାନୀ ପରିବାର

୫ଥରର ଆଇପିଏଲ୍‌ ଚମ୍ପିଆନ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ୨୦୨୨ ଆରମ୍ଭ ଅତ୍ୟନ୍ତ ବାଜେ ରହିଛି। ପ୍ରଥମ ୬ଟି ଯାକ ମ୍ୟାଚ୍‌ ହାରିଯାଇଛି ଦଳ। ଶନିବାର ଲକ୍ଷ୍ନୌ ପାଖରୁ ଦଳ ପରାଜିତ ହୋଇଥିଲା। ସେହି ମ୍ୟାଚ୍‌ ଦେଖିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ଥିଲେ…

ରୟାଲ୍ସକୁ ହରାଇବା କୋଲକାତା ପାଇଁ ବଡ଼ ଚ୍ୟାଲେଞ୍ଜ

ଗତଥର ଆଇପିଏଲ୍‌ରେ ଉପବିଜେତା ହୋଇଥିଲା କୋଲକାତା ଦଳ। ହେଲେ ନିଜର ଶେଷ ଦୁଇଟି ମ୍ୟାଚ୍‌ ହାରି ଆଶଙ୍କାରେ ଅଛି ଦଳ। ଅନିୟମିତ ପ୍ରଦର୍ଶନ ଦଳର ଏହି ସ୍ଥିତି ସକାଶେ ବଡ଼ ଦାୟୀ। ସେମାନଙ୍କର ସେହି କେବେ ଭଲ କେବେ ଖରାପ ପ୍ରଦର୍ଶନର…

ଭାରତୀୟ ଦଳକୁ ଫେରିବାର ଦମଦାର ଦଲିଲ ପ୍ରସ୍ତୁତ କରିଛନ୍ତି କାର୍ତ୍ତିକ : ବିରାଟ

ଚଳିତ ଆଇପିଏଲ୍‌ରେ ବହୁ ଯୁବା ଖେଳାଳି ଏପରିକି ଆଇପିଏଲ ଦୁନିଆ ପାଇଁ ନବାଗତ ଥିବା ତାରକାମାନେ ବିଭିନ୍ନ ଦଳ ପକ୍ଷରୁ ଚମକୁଛନ୍ତି। ସେମାନଙ୍କ ପ୍ରଦର୍ଶନକୁ ନେଇ ବ୍ୟାପକ ଚର୍ଚ୍ଚା। ତେବେ ଆଇପିଏଲ୍‌ ଆରମ୍ଭ ବେଳରୁ ଖେଳି ଆସୁଥିବା ଜଣେ ସିନିୟର ଖେଳାଳିଙ୍କ…