Reels on Railway Track: ମହଙ୍ଗା ପଡ଼ିଲା ରିଲ୍ସ ନିଶା; ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ନାବାଳକଙ୍କ ପାଇଁ ମହଙ୍ଗା ପଡ଼ିଛି । ରେଳ ଧାରଣାରେ ରିଲ୍ସ ତିଆରି କରୁଥିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା…

Mahalaya Amavasya: ଆଜି ମହାଳୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ପିଣ୍ଡଦାନ

ଆଜି ପବିତ୍ର ମହାଳୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥିବା ଏହି ପିତୃପକ୍ଷର ଆଜି ହେଉଛି ଶେଷ ଦିନ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ…

CJP आंदोलन से पहले बड़ी कार्रवाई, दिल्ली पुलिस की हिरासत में हैं अभिजीत दीपके, सौरव दास और आशुतोष रांका

CJP के प्रस्तावित आंदोलन से पहले दिल्ली पुलिस ने व्यापक कार्रवाई की है । पार्टी के संस्थापक अभिजीत दीपके, नेता सौरव दास और आशुतोष रांका को दिल्ली के इंदिरा गांधी…

Student Union Elections: ୩୪୮ କଲେଜରେ ଶେଷ ହେଲା ନାମାଙ୍କନ, ମଇଦାନରେ ୭୧୬୮ ପ୍ରାର୍ଥୀ, ୧,୧୭୫ ପ୍ରାର୍ଥୀପତ୍ର ନାକଚ

ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩୪୮ଟି କଲେଜରେ ନିର୍ବାଚନ ପାଇଁ ୮୩୨୫ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ, ସେଥିମଧ୍ୟରୁ ୧୧୭୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଞ୍ଚ…

Administrative Irregularities in Bhadrak: ଭଦ୍ରକରେ ପ୍ରଶାସନିକ ଅନିୟମିତତା ଅଭିଯୋଗ: ୨ ଅଧିକାରୀ ନିଲମ୍ବିତ

ଭଦ୍ରକ ଜିଲ୍ଲାରେ ପ୍ରଶାସନିକ ଅନିୟମିତତା ଓ ଆର୍ଥିକ ହେରଫେର ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି । ଧାମନଗରର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ଚାନ୍ଦବାଲି ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠିଛି…

Nirbhay 13th Anniversary: ଶତାୟୁ ପୁରୁଷ ପଦ୍ମଚରଣ ପାଇଲେ ‘ନିର୍ଭୟ ଓଡ଼ିଶା ଗୌରବ ସମ୍ମାନ ‘ରାଜନେତା ବାଟବଣା ହେଲେ ହାତ ଧରନ୍ତି ସାହିତ୍ୟିକ’

ନିଜ ଗୀତ, ନାଚ, ଭାଷା ଏବଂ ପ୍ରାକୃତିକ ସମ୍ପଦରାଜିକୁ ନେଇ ନିଜସ୍ୱ ପରିଭାଷା ବା ଆଞ୍ଚଳିକ ପରିଚୟ ସୃଷ୍ଟି ହୋଇଥାଏ । ଓଡ଼ିଶା ସେ କ୍ଷେତ୍ରରେ ଏକ ଅଗ୍ରଣୀ ଅବସ୍ଥାରେ ଅଛି। ଯେତେବେଳେ ବି ଭାରତୀୟ ବ୍ୟବସ୍ଥାଗତ ଧାରା କିଛି ଏକ…

Mohan Bhagwat Odisha Visit: ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ  

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ସମ୍ବଲପୁରଠାରେ ଆୟୋଜିତ ସ୍ୱୟଂସେବକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ଆସନ୍ତା ୧୧ ତାରିଖରେ ସମ୍ବଲପୁରଠାରେ ଅନୁଷ୍ଠିତ…