ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ସମ୍ବଲପୁରଠାରେ ଆୟୋଜିତ ସ୍ୱୟଂସେବକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ଆସନ୍ତା ୧୧ ତାରିଖରେ ସମ୍ବଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକରେ ସେ ଅଧ୍ୟକ୍ଷତା କରି ସଂଘର ଶତାବ୍ଦୀ ବର୍ଷ ନିମନ୍ତେ ଚାଲିଥିବା ବିଭିନ୍ନ କାର୍ଯ୍ୟବଳୀର ସମୀକ୍ଷା କରିବେ। Post navigation Plus Two Exam 2027: ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମ ଫିଲପ୍ ଅବଧି ଅକ୍ଟୋବର ୧୨ ଯାଏଁ ବୃଦ୍ଧି