ତାଜା ଖବର ଦେଶ ରାଜ୍ୟ 7 Odia Tourists Killed in Madhya Pradesh: ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ପର୍ଯ୍ୟଟକ ମୃତ September 19, 2026 Nirvay
ତାଜା ଖବର ଦେଶ ରାଜ୍ୟ 7 Odia Tourists Killed in Madhya Pradesh: ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ପର୍ଯ୍ୟଟକ ମୃତ September 19, 2026 Nirvay
ତାଜା ଖବର ରାଜ୍ୟ Forester Suspended in Nabarangpur: ବେଆଇନ ଗଛ କଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ September 19, 2026 Nirvay
ରାଜ୍ୟ Odisha Govt Effects IAS Reshuffle: IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର September 19, 2026 Nirvay
ତାଜା ଖବର ରାଜ୍ୟ Odisha Assembly’s 7th Session: ବିଧାନସଭାର ସପ୍ତମ ଅଧିବେଶନ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି September 18, 2026 Papirani
ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା, ଜଗିବେ ୧୫୦ ସୁରକ୍ଷାକର୍ମୀ June 22, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଜେଡ୍ ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ।…
ଆଦିବାସୀ କାର୍ଡ ଖେଳିଲେ ମୋଦୀ, ଦ୍ରୌପଦୀ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ June 21, 2022 ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତୀୟ ଜନତା ପାର୍ଟି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି । ଏବେ ଦ୍ରୌପଦୀଙ୍କ ମୁକାବିଲା ହେବ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ । ଯଦି ଦ୍ରୌପଦୀ ବିଜୟୀ…
ବିଦ୍ରୋହ ପରେ ମୁହଁ ଖୋଲିଲେ ଏକନାଥ ସିନ୍ଧେ, ପଦରୁ ବିଦା କଲା ଶିବସେନା June 21, 2022 ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବସେନା। ଆଜି ଦଳ ପକ୍ଷରୁ ତାଙ୍କୁ ମୁଖ୍ୟ ସଚେତକ ପଦରୁ…
୫ ଦିନ ଧରି ପାଣି ଭିତରେ ସଂଘର୍ଷ କରି ପ୍ରାଣ ହାରିଲା ହାତୀ June 21, 2022 ନିର୍ଭୟ ମିଡ଼ିଆ : ସମ୍ବଲପୁର : ୫ ଦିନ ଧରି ପାଣି ଭିତରେ ଜୀବନ ସହିତ ସଂଘର୍ଷ କରୁଥିବା ହାତୀର ଆଜି ମୃତ୍ୟୁ ହୋଇଛି। ବନ ବିଭାଗ ତାକୁ ବଞ୍ଚାଇ ପାରିନାହିଁ। ଆଜି କ୍ରେନ୍ ସହାୟତାରେ ପୋଖରୀରୁ ଉଦ୍ଧାର କରିବାର କିଛି…
ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ଟ୍ରେନ୍ June 21, 2022 ନିର୍ଭୟ ମିଡ଼ିଆ : ପୁରୀ : କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ହେଉଥିଲା। ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି। ଏଥିପାଇଁ ବହୁ ସଂଖ୍ୟାର ଭକ୍ତ ପୁରୀ ଆସିବେ।…
‘ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା’ June 21, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଅଗ୍ନିବୀରଙ୍କୁ ନିଯୁକ୍ତି ଅଗ୍ରାଧିକାର ଦେବ ଇମ୍ଫା । ସେବା ନିବୃତ ପରେ ଏବେ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା । ଏନେଇ ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ଏମ୍ଡି ଶୁଭ୍ରକାନ୍ତ ପଣ୍ଡାଙ୍କ ଟୁଇଟ୍ କରି…
ପ୍ରତିଦିନ ୫ ଜଣଙ୍କୁ ଧର୍ଷଣ, ପାକ୍ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି June 21, 2022 ଏଜେନ୍ସୀ : ଲାହୋର : ପ୍ରତିଦିନ ପ୍ରାୟ ୫ ଜଣଙ୍କୁ କରାଯାଉଛି ଧର୍ଷଣ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ଶିଶୁ, କିଶୋରୀ ଓ ମହିଳାଙ୍କ ଉପରେ ବଢ଼ୁଥିବା ଏଭଳି ନିର୍ଯାତନା ଏବେ ସ୍ଥାନୀୟ…
ଆସାମ ବନ୍ୟାରେ ଆଉ ୧୧ଜଣଙ୍କ ଜୀବନହାନୀ June 21, 2022 ଏଜେନ୍ସୀ : ଗୌହ୍ୱାଟୀ : ସମଗ୍ର ଆସାମ ଏବେ ଗମ୍ଭୀର ବନ୍ୟା ପରିସ୍ଥିତିର ସାମ୍ନା କରୁଛି । ମଙ୍ଗଳବାର ମଧ୍ୟ କୌଣସି ପ୍ରକାରର ନିସ୍ତାର ଲୋକଙ୍କୁ ମିଳିନାହିଁ । ରାଜ୍ୟର ସବୁ ବଡ଼ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଥିରେ…
ଅଗ୍ନିପଥ ହିଂସା ଉପରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା June 21, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ହିଂସା ସମୟରେ ଯେଉଁ ସମ୍ପତ୍ତି ନଷ୍ଟ ହୋଇଥିଲା ତାହାକୁ ଭରଣା କରିବା ସକାଶେ ଆଗତ ହୋଇଥିବା ପିଆଇଏଲର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ପ୍ରଧାନବିଚାରପତି…
ଯଶୱନ୍ତ ସିହ୍ନା ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ! June 21, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ । ଟିଏମ୍ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଟିମ୍ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ…