ତାଜା ଖବର ରାଜ୍ୟ Choudwar Jail Superintendent Arrested: ବନ୍ଧା ହେଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ September 20, 2026 Papirani
ଖେଳ ତାଜା ଖବର ରାଜ୍ୟ Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ September 20, 2026 Papirani
ତାଜା ଖବର ରାଜ୍ୟ Choudwar Jail Superintendent Arrested: ବନ୍ଧା ହେଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ September 20, 2026 Papirani
ଖେଳ ତାଜା ଖବର ରାଜ୍ୟ Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ September 20, 2026 Papirani
ତାଜା ଖବର ରାଜନୀତି ରାଜ୍ୟ MMDR Amendment Act: ଖଣି ଆଇନ ସଂଶୋଧନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ September 20, 2026 Papirani
ତାଜା ଖବର ରାଜ୍ୟ Shree Jagannath Darshan Yojana Launched: ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ September 20, 2026 Papirani
ତାଜା ଖବର ରାଜନୀତି ରାଜ୍ୟ TextBooks Errors Row: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରାଉ କରିବ ବିଜେଡି September 20, 2026 Papirani
ଜେଲ୍ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ July 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ଦିନକ ପରେ ବିଜଦରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଜେଲରୁ ମୁକୁଳିଛନ୍ତି । ସେ ବାଣପୁର ସବଜେଲ୍ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ…
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ; ଏମ୍ବିଏରେ ଶ୍ରଦ୍ଧାରବିନ୍ଦ,ଏମ୍ସିଏରେ ଈଶାନ୍ତ ଟପ୍ପର July 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…
ମଙ୍କିପକ୍ସ ଲକ୍ଷଣ ଥାଇ ଜଣେ ହସପିଟାଲରେ ଭର୍ତ୍ତି July 27, 2022 ଏଜେନ୍ସୀ : ନୂଆଦିଲ୍ଲୀ : କାୟା ମେଲାଉଛି ମଙ୍କିପକ୍ସ । ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଙ୍କିପକ୍କ ଲକ୍ଷଣ ଥାଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ…
ଆଜି ତୃତୀୟ ଥର ଇଡିରେ ହାଜର ହେବେ ସୋନିଆ ଗାନ୍ଧି July 27, 2022 ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଆଜି ସେ ତୃତୀୟ ଥର ପାଇଁ ତଦନ୍ତକାରୀ ସଂସ୍ଥାକୁ ସାମ୍ନା କରିବେ । ପ୍ରଥମ ଦିନ…
ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ July 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ସକାଳ ୧୧ଟା ୩୦ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିବେ ।…
ଭୁବନେଶ୍ୱର ଫେରିଲେ ବାବୁଶାନ July 27, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦୀର୍ଘ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଏକ ପ୍ରକାର ଯବନିକା ପଡ଼ିଲା । ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁଶାନ । ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚôଥିବା ବେଳେ ବାବୁଶାନ…
ସଂସଦରେ ହଙ୍ଗାମା, ରାଜ୍ୟସଭାରୁ ୧୯ ସାଂସଦ ନିଲମ୍ବିତ July 26, 2022 ଏଜେନ୍ସୀ : ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ୟ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ…
ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କାର କରିବା ପାଇଁ ମମତାଙ୍କୁ କଂଗ୍ରେସ ସାଂସଦଙ୍କ ଚିଠି July 26, 2022 ଏଜେନ୍ସୀ : କୋଲକାତା : ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ତାଙ୍କୁ ଇଡି ଅଗଷ୍ଟ ୩ ତାରିଖ ଯାଏ ନିଜ ହେପାଜତକୁ ନେବା ପରେ…
ବିକାଶ ରାସ୍ତାରେ ବିରୋଧୀ ବାଧା ସୃଷ୍ଟି କରୁଥିବା କହିଲେ ମୋଦି July 26, 2022 ଏଜେନ୍ସୀ : କାନପୁର : ବର୍ତ୍ତମାନ ନିଜର ବିଚାରଧାରା ଓ ରାଜନୀତିକ ସ୍ୱାର୍ଥକୁ ସମାଜ ଏବଂ ଦେଶର ସ୍ୱାର୍ଥଠାରୁ ଅଧିକ ଗୁରୁତ୍ୱ ଦେବାର ଟ୍ରେଣ୍ଡ ଆରମ୍ଭ ହୋଇଛି । କିନ୍ତୁ ନିଜର ସ୍ୱାର୍ଥକୁ ଦେଶ ବିରୋଧରେ ବ୍ୟବହାର କରିବା କିମ୍ବା ଏହା…
ଅଗଷ୍ଟ ୩ ଯାଏ ଇଡି ହେପାଜତକୁ ଗଲେ ପାର୍ଥ ଓ ଅର୍ପିତା July 26, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜା ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜାଙ୍କୁ କୋଲକାତାର ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୩ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି ।…