ଆଜି ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ଅପରାହ୍ନ ୩ଟା ଯାଏ ବନ୍ଦ ରହିବ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ନିର୍ଭୟ ମିଡ଼ିଆ : ଆସିକା : ଭିଜିଲାନ୍ସ ଜାଲରେ ପଡ଼ିଗଲେ ବିଇଓ ଅଫିସର କିରାଣୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବସ୍‌ଷ୍ଟାଣ୍ଡଠାରେ ବିଇଓ ଅଫିସର କିରାଣୀ ମନୋଜ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ…

ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ, ୩୦ ଆହତ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡ଼ମ୍‌ ନିକଟରେ ସୋମବାର ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ…

ପୋଲ ତଳକୁ ଖସିଲା ତେଲ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ୪ ମୃତ

ଶୁକ୍ରବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ବଡ଼ପନ୍ଦୁସର ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ତଳକୁ ଖସି ପଡ଼ିବାରୁ ବିସ୍ଫୋରଣ ହୋଇ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।…

୨ରୁ ବିଧାନସଭା ଅଧିବେଶନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନରେ ମୋଟ ୨୪ଟି କାର୍ୟ୍ୟ ଦିବସ ଥିବାବେଳେ…

ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ନିର୍ଭୟ ମିଡ଼ିଆ : କଟକ : ଲାଞ୍ଚ ନେଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବିଦା ହେଲେ। ପୁଲିସ୍ ଡିଜି ସୁନୀଲ ବଂଶଲ୍ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ମାନସୀ ଏବେ ଜେଲରେ ଅଛନ୍ତି। ସେ ଲାଞ୍ଚ ନେବା ଘଟଣା…

ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ଖେଳାଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବାରବାଟୀ ଟକ୍କର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଦୁଇ ଦେଶ ମଧ୍ୟରେ ଆସନ୍ତା ୧୨ ତାରିଖରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ…

ଦୁଇ ପଥର ସନ୍ଧିରେ ଫସିଗଲା ନାବାଳକର ମୁଣ୍ଡ

ନିର୍ଭୟ ମିଡ଼ିଆ : ନବରଙ୍ଗପୁର : ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଜୀବନ- ମରଣ ଦୋ ଛକିରେ ଦୀର୍ଘ ୮ ଘଣ୍ଟା ଫସି ରହିଲା ନାବାଳକ । ସକାଳୁ ରାତି ଯାଏ ଦୁଇ ପଥର ସନ୍ଧିରେ ୧୨ ବର୍ଷିୟ ବାଳକର ମୁଣ୍ଡ…

ଥାଇଲାଣ୍ଡରେ ଗଞ୍ଜେଇକୁ ମିଳିଲା ଆଇନଗତ ମାନ୍ୟତା

ଏଜେନ୍ସୀ : ନୂଆଦିଲ୍ଲୀ : ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲାନ୍ଦରେ ଆଉ ଅପରାଧ ନୁହେଁ । ତେବେ…

ରେକର୍ଡ ଡ୍ୟାନ୍ସ ନାଁରେ ନେକେଡ୍‌ ଡ୍ୟାନ୍ସ; ବନ୍ଧାହେଲେ ୭

ନିର୍ଭୟ ମିଡ଼ିଆ : ଗୁଣୁପୁର : ମହଙ୍ଗା ପଡ଼ିଲା ନେକେଡ୍‌ଡ୍ୟାନ୍ସ । ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ବିଜୟପୁର ଗାଁ ନିକଟରେ ଦେଖିବାକୁ ମିଳିଛି ଏହିପରି ଲଜ୍ଜାଜନକ ଦୃଶ୍ୟ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । ଗିରଫ…