ଆଜି ଓଡ଼ିଶା ଦେଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୬୪ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ ବାଲେଶ୍ୱରରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ସେହିପରି ଭଦ୍ରକରେ ୨୧.୫୦ ପ୍ରତିଶତ, ଜଗତସିଂହପୁରରେ ୨୩.୦୧ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୪.୦୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ମୟୂରଭଂଜରେ ୨୨.୨୫ ପ୍ରତିଶତ, ଯାଜପୁରରେ ୧୭.୧୦ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *