ବିଜେଡି ଛାଡି ବିଜେପିରେ ମିଶିଲେ ସାଂସଦ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ । ଗତକାଲି ସାମନ୍ତରାୟ ବିଜେଡି ଦଳ ଏବଂ ରାଜ୍ୟସଭା ଉଭୟରୁ ଇସ୍ତଫା ଦେଇଥିଲେ । ଆଜି ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *