ବଢ଼ିଲା CNG ଦର । ପେଟ୍ରୋଲ, ଡିଜେଲ୍ ପରେ ବଢ଼ିଲା CNG ଦର । CNG ଦର କିଲୋଗ୍ରାମ ପିଛା ୨ ଟଙ୍କା ମହଙ୍ଗା ହୋଇଛି । ୨ ସପ୍ତାହ ମଧ୍ୟରେ ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି । ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି ।

 

Leave a Reply

Your email address will not be published. Required fields are marked *