ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ଆୟୁଷ ଡାକ୍ତରଙ୍କ କ୍ଲିନିକରେ ଚିକିତ୍ସା ପାଇଁ ଯାଇଥିବା ସମୟରେ ନାବାଳିକା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ପରିବାର ପକ୍ଷରୁ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ ଦାଖଲ ପରେ ଆୟୁଷ ଡାକ୍ତର ଅଟକ ରଖିଛି ପୋଲିସ। Post navigation Worm Found Inside Antibiotic Strips in Udala: ଉଦଳା ମେଡିକାଲ୍ରେ ମିଳୁଛି ପୋକରା ଔଷଧ! Bomb Threat to Sambalpur Court: ସମ୍ବଲପୁର କୋର୍ଟକୁ ବୋମା ଧମକ