Oplus_131072

ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ ଅଭିଯୋଗରେ ଜଣେ ଗିରଫ। ଏଭଳି ହାଇ ପ୍ରୋଫାଇଲ ଠକକୁ ଗିରଫ କରିଛି ଭୁବନେଶ୍ଵର ଇନ୍‌ଫୋସିଟି ପୋଲିସ। ଅଭିଯୁକ୍ତ ପୂର୍ବତନ ସାଂସଦଙ୍କ ପୁଅ ଭାବରେ ନିଜକୁ ପରିଚୟ ଦେଇ ଗୋ ବ୍ୟାକ କାର୍ ନାମକ କାର ସେବା କମ୍ପାନୀ ମାଧ୍ୟମରେ ଲୋକଙ୍କ ଠାରୁ ୫ କୋଟି ଠକେଇ ଅଭିଯୋଗ ପରେ ଅଭିଯୁକ୍ତକୁ ନେପାଳ ଓ ପଶ୍ଚିମବଙ୍କ ସୀମାରୁ ଗିରଫ କରିଛି ପୋଲିସ।।

 

Leave a Reply

Your email address will not be published. Required fields are marked *