ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ଉପରୁ ହଟିଲା କଟକଣା ହଟିଲା । ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟରେ ଉନ୍ନତି ଆସିବା ପରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଉପରୁ ସମସ୍ତ କଟକଣା ତୁରନ୍ତ ପ୍ରତ୍ୟାହାର କରାଯାଇଛି। ଏକସଙ୍ଗେ ଅଧିକ ସଂଖ୍ୟକ LPG ଯୋଗାଣ କଟକଣା ୫୦ ପ୍ରତିଶତ କୋହଳ କରାଯାଇଛି । Post navigation Passport Fees Hiked by Ministry of External Affairs after 14 Years