ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଗୁଣ୍ଠାବେଡ଼ା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖାଯାଇଥିବା ବଡ଼ ଧରଣର ମାଓ ଡମ୍ପକୁ ସୁରକ୍ଷାବଳ ଖୋଜି ବାହାର କରିଛନ୍ତି। ସର୍ଚ୍ଚ ଅପରେସନ ବେଳେ ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ, ଲ୍ୟାଣ୍ଡମାଇନ ସହ ବିସ୍ଫୋରକ ଜବତ କରାଯାଇଥିବା ଜଣାପଡ଼ିଛି । Post navigation Pakistan’s Karachi Attack: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ; ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ Congress Protest in Kendrapara: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗସ୍ତ ସମୟରେ କଂଗ୍ରେସର ବିରୋଧ