ପାକିସ୍ତାନର ଅର୍ଥନୈତିକ ରାଜଧାନୀ କରାଚି ଗତକାଲି ରାତିରେ ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣ ହୋଇଛି। ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ୩ଟି ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି।

Leave a Reply

Your email address will not be published. Required fields are marked *