Tag: Malkangiri

କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି ପୋଲିସ ଦ୍ବାରା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି,…

ସିଏଏଫ୍ ଯବାନଙ୍କ ଗଳା କାଟିଲେ ମାଓବାଦୀ

ମାଲକାନଗିରି: ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳା​ରେ ମାଓବାଦୀମାନେ ଜଣେ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ସାପ୍ତାହିକ ହାଟକୁ ଯାଇଥିବାବେଳେ ତାଙ୍କୁ ଟେକି ନେଇ ହତ୍ୟା କରାଯାଇଛି। ମୃତକ ସିଏଏଫ୍…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି…

ମାଲକାନଗିରି ବିମାନ ବନ୍ଦରର ପ୍ରଥମ ପରୀକ୍ଷଣ ହେଲା ସଫଳ

ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ ପର୍ଯ୍ୟଟନର ବାଟ ଖୋଲିବ ଏବଂ ଏହି ଅଞ୍ଚଳର…