ମାଲକାନଗିରିରେ ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ୩ ବନ୍ଧୁକ, ଗ୍ରାନାଇଟ୍, ଲ୍ୟାଣ୍ଡମାଇନ ସହ ୩୨ ପ୍ରକାର ମାଓ ସାମଗ୍ରୀ ।ବିଏସଏଫ ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ ବେଳେ ଏହି ବିସ୍ଫୋରକ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *