ତାଜା ଖବର ରାଜ୍ୟ Maoist Explosives Recovered in Malkangiri: ମାଲକାନଗିରିରେ ମାଟି ତଳୁ ମିଳିଲା ମାଓ ବିସ୍ଫୋରକ ଜବତ June 9, 2026 Papirani ମାଲକାନଗିରିରେ ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ୩ ବନ୍ଧୁକ, ଗ୍ରାନାଇଟ୍, ଲ୍ୟାଣ୍ଡମାଇନ ସହ ୩୨ ପ୍ରକାର ମାଓ ସାମଗ୍ରୀ ।ବିଏସଏଫ ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ ବେଳେ ଏହି…
ତାଜା ଖବର ଦେଶ India is Now Naxal-Free: ଭାରତ ହେଲା ନକ୍ସଲ ମୁକ୍ତ; ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ May 19, 2026 Papirani ଭାରତ ନକ୍ସଲ ମୁକ୍ତ ବୋଲି ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ । ଏ ନେଇ ଛତିଶଗଡ଼ ବସ୍ତରରେ ପ୍ରେସମିଟ୍ କରି ଘୋଷଣା କଲେ ଶାହ । ମାଓବାଦ ବିରୁଦ୍ଧରେ ଦଶନ୍ଧି ଧରି ଚାଲିଥିବା ଲଢ଼େଇରେ ସୁରକ୍ଷା ବାହିନୀର ବଳିଦାନକୁ ପ୍ରଶଂସା…
ତାଜା ଖବର ଦେଶ ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ September 15, 2025 Papirani ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁର ମୃତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ…
ତାଜା ଖବର ଦେଶ ଛତିଶଗଡରେ ଏନକାଉଣ୍ଟର; ଦୁଇ ମାଓବାଦୀ ନିହତ April 16, 2025 Papirani ଓଡିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ମଙ୍ଗଳବାର ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଏପରି ସଫଳତା ମିଳିଛି । ପୋଲିସର ଗୁଳିରେ ଦୁଇ ମୁଖ୍ୟ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି ।…
ତାଜା ଖବର ଦେଶ ଛତିଶଗଡ଼ରେ ୨୨ ମାଓବାଦୀ ନିହତ March 20, 2025 Papirani ଛତିଶଗଡ଼ର ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମା ସୁରକ୍ଷାବାହିନୀ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ । ଛତିଶଗଡ଼ର ୨ଟି ଅପରେସନରେ ୨୨ ମାଓବାଦୀ ନିହତ ହୋଇଛନ୍ତି । ବିଜାପୁରରେ ମାଓ ଅପରେସନରେ ୧୮ ନିହତ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ…
ତାଜା ଖବର ଦେଶ ଛତିଶଗଡରେ ବଡ଼ ଏନକାଉଣ୍ଟର: ୨ ଯବାନ ସହିଦ ହୋଇଥିବା ବେଳେ ୩୧ ମାଓବାଦୀ ନିହତ February 9, 2025 Papirani ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ମିଳିଛି ବଡ ସଫଳତା । ଛତିଶଗଡ଼ର ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମିଳିଛି ବଡ଼ ସଫଳତା…
ତାଜା ଖବର ଦେଶ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ February 9, 2025 Papirani ଛତିଶଗଡ଼ର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଜାତୀୟ ଉଦ୍ୟାନ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାସହ ଏଥିରେ ୨ ଜଣ ଯବାନ ସହିଦ…
ତାଜା ଖବର ରାଜ୍ୟ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୪ ମାଓବାଦୀ ମୃତ January 21, 2025 Papirani ଓଡ଼ିଶା ଏବଂ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବଡ଼ ସଫଳତା ମିଳିଛି । ନୂଆପଡ଼ା ଓ ଗରିଆବନ୍ଧ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଗଲା ୩୬ ଘଣ୍ଟା ହେବା ଉଭୟ ରାଜ୍ୟର ସୀମାନ୍ତରେ…
ତାଜା ଖବର ରାଜ୍ୟ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ; ଦୁଇ ମାଓବାଦୀ ନିହତ January 20, 2025 Papirani ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ସୀମାନ୍ତ ଗରିଆବନ୍ଧ ଜିଲ୍ଲା କୁଲାରୀଘାଟ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନ୍କାଉଣ୍ଟରରେ ଦୁଇ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି…
ଦେଶ ଛତିଶଗଡ଼ରେ ୪ ନକ୍ସଲ ନିପାତ January 5, 2025 Papirani ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାବାହିନୀ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦାନ୍ତେୱାଡା ଜଙ୍ଗଲରେ ଚାଲିଥିଲା ଏହି କୋମ୍ବିଂ ଅପରେଶନ୍ । ଏଥିରେ ଡିଆରଜି, ଏସଟିଏଫ୍ ସଂ ୪ ଜିଲ୍ଲାର…