Tag: Maoist Arms Dump

Maoist Weapons Cache Seized in malkangiri: ମାଲକାନଗିରିର ଜଙ୍ଗଲରୁ ଜବତ ହେଲା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର 

ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଗୁଣ୍ଠାବେଡ଼ା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖାଯାଇଥିବା ବଡ଼ ଧରଣର ମାଓ ଡମ୍ପକୁ ସୁରକ୍ଷାବଳ ଖୋଜି ବାହାର କରିଛନ୍ତି। ସର୍ଚ୍ଚ ଅପରେସନ ବେଳେ ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ,…